Ganjam COVID cases
ଓଡ଼ିଶା 

ଓଡ଼ିଶାରେ ସୁସ୍ଥ ହେଲେ ୬୦୭ ଜଣ କରୋନା ଆକ୍ରାନ୍ତ; ମୋଟ ସୁସ୍ଥ ହେଲେଣି ୧୧ ହଜାର ୯୩୭ ଜଣ

ଓଡ଼ିଶାରେ ସୁସ୍ଥ ହେଲେ ୬୦୭ ଜଣ କରୋନା ଆକ୍ରାନ୍ତ; ମୋଟ ସୁସ୍ଥ ହେଲେଣି ୧୧ ହଜାର ୯୩୭ ଜଣ ଭୁବନେଶ୍ୱର: ଜୁଲାଇ ୧୮: ରାଜ୍ୟରେ ଶନିବାର ଦିନ ୬୦୭ ଜଣ କରୋନା ରୋଗୀ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ ଓଡ଼ିଶାରେ ଏ ପର୍ଯ୍ୟନ୍ତ ୧୧ ହଜାର ୯୩୭ ଜଣ ବ୍ୟକ୍ତି ସୁସ୍ଥ ହେଇସାରିଲେଣି I ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୧୬ ହଜାର ୭୦୧ ରେ ପହଂଚିଛି I ଆଜି ସୁସ୍ଥ ହେଇଥିବା ରୋଗୀଙ୍କ ମଧ୍ୟରେ, ସର୍ବାଧିକ ୨୭୯ ଜଣ ସୁସ୍ଥ ହେଇଛନ୍ତି ଗଂଜାମ ଜିଲ୍ଲାରୁ I ସେହିପରି ଯାଜପୁର ଜିଲ୍ଲାରୁ ୮୪ […]
Read More...
ଓଡ଼ିଶା 

ଓଡ଼ିଶାରେ ୫୯୧ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧

ଓଡ଼ିଶାରେ ୫୯୧ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧ ଭୁବନେଶ୍ୱର: ଜୁଲାଇ ୧୮: ରାଜ୍ୟରେ ୨୪ ଘଂଟାରେ ୫୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ ଶତକଡା ୫୦ ଭାଗ ଆକ୍ରାନ୍ତ କେବଳ ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ବାହାରିଛନ୍ତି I ସର୍ବାଧିକ ୧୮୨ ଜଣ କରୋନା ଆକ୍ରାନ୍ତ ଗଂଜାମ ଜିଲ୍ଲାରୁ ଚିହ୍ନଟ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୧୨୧, କଟକ ରୁ ୩୮, ବରଗଡ ରୁ ୩୫, ମୟୁରଭଞ୍ଜ,ନବରଙ୍ଗପୁର ଓ ଜଗତସିଂହପୁର ରୁ ୨୨ ଜଣ ଲେଖାଏଁ, ସମ୍ବଲପୁର ରୁ ୨୦ ଜଣ, […]
Read More...

Advertisement