ganja
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆରୟନ ପାଇଁ ଗଞ୍ଜେଇ ଯୋଗାଡ଼ କରିଛନ୍ତି ଅନନ୍ୟା !
Published On
By Samaya Live
ମୁମ୍ବାଇ: ଅକ୍ଟୋବର ୨୨: ଆରୟନ ଖାନ୍ଙ୍କ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନସିବି ଗତକାଲି ଜେରା କରିଛି । ଏହାସହିତ ଅନନ୍ୟାଙ୍କ ମୋବାଇଲକୁ ମଧ୍ୟ ଏନ୍ସିବି ଜବତ କରାଯାଇଛି । ମୋବାଇଲ ଚାର୍ଟରେ ଏନ୍ସିବିକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ରହିଛି । ଆଜି ମଧ୍ୟ ତାଙ୍କୁ ଜେରା କରାଯିବ । ହେଲେ ଏହାରି ଭିତରେ ଅନନ୍ୟା ଓ ଆରୟନଙ୍କ ଭିତରେ ହୋଇଥିବା ହ୍ୱାଟ୍ସ ଆାପ୍ ଚାଟ୍ ସାମ୍ନାକୁ ଆସିଛି । […]
କ୍ରୁଜ୍ରେ ରେଭ୍ ପାର୍ଟିରେ ଓଡ଼ିଆ ପୁଅ: ବାପା କହିଲେ ମୋ ପୁଅ କିଛି ଅପରାଧ କରିନି
Published On
By Samaya Live
ଭୁବନେଶ୍ୱର : ଅକ୍ଟୋବର ୦୬: କ୍ରୁଜ୍ ଜାହାଜରେ ହୋଇଥିବା ରେଭ୍ ପାର୍ଟିରେ ବଲିଉଡ ଷ୍ଟାର ଶାହାରୁଖ ଖାନ୍୍ଙ୍କ ପୁଅ ସମେତ ୧୫ ଜଣଙ୍କୁ ଏନ୍ସିବି ପୋଲିସ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଛନ୍ତି । ସେମାନେ ହେଲେ ରାଉଲଲୋର ମନୀଷ ରାଜଗରିଆ ଏବଂ ସୁନ୍ଦରଗଡ଼ ସ୍ଥିତ ରଘୁନଥପଲୀର ଅଭିନ ସାହୁ । ତେବେ ଗିରଫ ମନୀଷଙ୍କ ପାଖରୁ ୨.୪ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏନେଇ ତାଙ୍କ ପିତା ଏହି […]
ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜୋରିମାନା
Published On
By Samaya Live
ପାଟଣାଗଡ, ସେପ୍ଟେମ୍ବର ୬: ଗତ ୨୦୧୯ ମାର୍ଚ୍ଚ ୨୯ ତାରିଖ ଦୁଇ ଗଞ୍ଜେଇ ଚୋରା ଚାଲାଣକାରୀ କାରରେ ୯୦ କେଜି ଗଞ୍ଜେଇ ସ୍ଥାନୀୟ ଅବକାରୀ ବିଭାଗ ହାତରେ ଧରାପଡିଥିଲା । ପରେ ଉଭୟ ଚାଲାଣକାରୀ ବିଜୟ ଚନ୍ଦ୍ର ମେଣ୍ଡଲୀ(୩୮) ଏବଂ ତ୍ରିନାଥ ସାହୁ(୪୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଉକ୍ତ ମାମଲାର ବିଚାର କରି ସ୍ଥାନୀୟ ଅତିରିକ୍ତ ଦୌରା ଜଜ ତଥା ସ୍ୱତନ୍ତ୍ର ଜଜ୍ ଶ୍ରୀମତୀ ଶିଖାରାଣୀ ରଥ ସମସ୍ତ ସାକ୍ଷ୍ୟ ପ୍ରମାଣ ଏବଂ […]

