ganja seized in Odisha
ଜିଲ୍ଲା 

୬୪ ବସ୍ତା ଗଞ୍ଜେଇ ଜବତ, ୨ ଜଣଙ୍କୁ ବାନ୍ଧିଲା ପୁଲିସ

୬୪ ବସ୍ତା ଗଞ୍ଜେଇ ଜବତ, ୨ ଜଣଙ୍କୁ ବାନ୍ଧିଲା ପୁଲିସ ମାଲକାନଗିରି: ଫିଲ୍ମ ଷ୍ଟାଇଲରେ ୬୪ ବସ୍ତା ଗଞ୍ଜେଇ ଜବତ କରିଛି ମାଲକାନଗିରି ପୁଲିସ୍‌ ।ଏଥିସହ ୨ ଜଣ ଯୁବକଙ୍କୁ କାବୁ କରିବାକୁ ସକ୍ଷମ ହୋଇଛି । ଜବତ ୬୪ଟି ବସ୍ତାରେ ମୋଟ ୧୫୯୬ କେଜି ଗଞ୍ଜେଇ ରହିଥିଲାଛ ଏତେ ପରିମାଣର ଗଞ୍ଜେଇ ଓଡ଼ିଶାରୁ ଆନ୍ଧ୍ରକୁ ଚାଲାଣ ହେଉଥିବା ବେଳେ ପୁଲିସ୍‌ ଏଗୁଡ଼ିକୁ ଜବତ କରିବାକୁ ସକ୍ଷମ ହୋଇଛି । ପୁଲିସ କହିଛି ଯେ ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ୧୩ନଂ ଗାଁ ଛକରୁ ୧୫୯୬ କେଜି […]
Read More...
ଜିଲ୍ଲା 

କୁଣ୍ଡା ବୋଝେଇ ଟ୍ରକ ଚାଲାଣ ବେଳେ ୧୫୦ କିଲୋ ଗଞ୍ଜେଇ ଜବତ

କୁଣ୍ଡା ବୋଝେଇ ଟ୍ରକ ଚାଲାଣ ବେଳେ ୧୫୦ କିଲୋ ଗଞ୍ଜେଇ ଜବତ ବୌଦ୍ଧ : ଗଞ୍ଜେଇ ମାଫିଆଙ୍କ ବିରୋଧରେ ବୌଦ୍ଧ ପୁଲିସକୁ ମିଳିଛି ଏକ ବଡ ସଫଳତା । ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ପର୍ଦାଫାସ କରିବା ସହିତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବୌଦ୍ଧ ପୁଲିସ ସଫଳ ହୋଇଛି । ସୂଚନା ମୁତାବକ, କନ୍ଧମାଳ ଜିଲ୍ଲାରୁ ବୌଦ୍ଧ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ବୌଦ୍ଧ ଥାନାର ସବ ଇନିସପେକଫର ରାମ ସୁବ୍ରମଣ୍ୟମ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ବୌଦ୍ଧ ମହାନଦୀ ବ୍ରିଜଛକଠାରେ ପେଟ୍ରୋଲିଂ […]
Read More...

Advertisement