Ganja racket in Odisha
ଜିଲ୍ଲା 

ଗ୍ୟାସ ସିଲିଣ୍ଡରରେ ଗଞ୍ଜେଇ ଚାଲାଣ : ମହିଳା ସମତେ ୨ ଗିରଫ

ଗ୍ୟାସ ସିଲିଣ୍ଡରରେ ଗଞ୍ଜେଇ ଚାଲାଣ : ମହିଳା ସମତେ ୨ ଗିରଫ ମାଲକାନଗିରି : ଅଭିନବ ଉପାୟରେ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରା ପଡିଲେ ଦୁଇ ବାହାର ରାଜ୍ୟର ଜଣେ ମହିଳା ଓ ଜଣେ ପୁରୁଷ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପକ୍ଷରୁ ଏସ ଆଇ ଦ୍ରୋଣା ଆଚାର୍ଯ୍ୟଙ୍କ ସହ ଥାନାର ଅନ୍ୟ କର୍ମଚାରୀମାନେ ପାଟ୍ରୋଲିଂ କରୁଥିଲା ବେଳେ ଏମପିଭି ୨୩ ଗ୍ରାମ ଛକ ନିକଟରେ ଜଣେ ମହିଳା ଓ ଜଣେ ପୁରୁଷ ଦୁଇଟି ଗ୍ୟାସ ସିଲିଣ୍ଡର ଧରି ବସକୁ ଜଗିରହିଥିଲେ । ପୁଲିସକୁ ଦେଖି […]
Read More...
ଜିଲ୍ଲା 

ଭିନ୍ନକ୍ଷମ ଯୁବକଙ୍କ ନିଶା ବେପାର, ରାଜ୍ୟ ବାହାରେ ଚଳାଇଥିଲେ ଗ୍ୟାଙ୍ଗ

ଭିନ୍ନକ୍ଷମ ଯୁବକଙ୍କ ନିଶା ବେପାର, ରାଜ୍ୟ ବାହାରେ ଚଳାଇଥିଲେ ଗ୍ୟାଙ୍ଗ ସମ୍ବଲପୁର,(ସବୁ୍ୟ): ଚାଲିବାକୁ ଅସମର୍ଥ । ଘରୁ ଗୋଡ଼ କାଢ଼ିବାକୁ ହେଲେ ୨ ସହଯୋଗୀ ଦରକାର । ହେଲେ ନିଶା କାରବାରରେ ଧୁରନ୍ଧର ଏହି ଭିନ୍ନକ୍ଷମ ଯୁବକ ସୁଶାନ୍ତ । ପ୍ରାୟ ୯ ବର୍ଷ ହେଲା ରାଜ୍ୟ ବାହାରେ ଚଳାଇଛନ୍ତି ଗଞ୍ଜେଇ କାରବାର । କି;ୁ ନିଜ ଜିଲ୍ଲା ତଥା ଆଖପାଖ ଜିଲ୍ଲାରେ ପୂରା ଭଦ୍ର ବ୍ୟକ୍ତି । କାହାର ସନ୍ଦେହ କରିବାର ଅବକାଶ ନାହିଁ । ଏପରି ଭାବେ ବେଶ୍‌ ସମ୍ପତ୍ତି ଠୁଳ କରିଥିବା ନିଶା କାରବାରର […]
Read More...

Advertisement