G 7 MEETING
ବିଶ୍ବ  ଦେଶ- ବିଦେଶ 

ଜି ସେଭେନ୍‌ ବୈଠକ ପାଇଁ ବିଦେଶ ଗସ୍ତରେ ମୋଦି

ଜି ସେଭେନ୍‌ ବୈଠକ ପାଇଁ ବିଦେଶ ଗସ୍ତରେ ମୋଦି ଜି ସେଭେନ୍‌ ବୈଠକ ପାଇଁ ଜର୍ମାନୀ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ମ୍ୟୁନିକରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଛନ୍ତି ମୋଦି । ଆର୍ଜେଣ୍ଟିନା ସହ ରାଜନୈତିକ,ଆର୍ଥିକ, ବାଣିଜ୍ୟିକ ଓ ଅନ୍ୟ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଉଭୟ ନେତା ମତ ଆଲୋଚନା କରିଛନ୍ତି । ତେବେ ଏହା ପୂର୍ବରୁ ମ୍ୟୁନିକରେ ଭାରତୀୟ ସମୁଦାୟକୁ ସମ୍ବୋଧନ କରି ଦେଶ ସବୁ ପ୍ରକାର ବୈଶ୍ୱିକ ଆହ୍ୱାନକୁ ସାମ୍ନା କରିବାରେ ସମର୍ଥ ବୋଲି କହିଛନ୍ତି । […]
Read More...

Advertisement