Former J&K CM Farooq Abdullah
ଦେଶ- ବିଦେଶ 

ନ୍ୟାସନାଲ କନଫରେନ୍ସ ପାର୍ଟିର ଅଧ୍ୟକ୍ଷ ପଦରୁ ଫାରୁକ ଅବ୍ଦୁଲା ଦେଲେ ଇସ୍ତଫା

ନ୍ୟାସନାଲ କନଫରେନ୍ସ ପାର୍ଟିର ଅଧ୍ୟକ୍ଷ ପଦରୁ ଫାରୁକ ଅବ୍ଦୁଲା ଦେଲେ ଇସ୍ତଫା ଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ପାର୍ଟିର ଅଧ୍ୟକ୍ଷ ଫାରୁକ ଅବ୍ଦୁଲା ଆଜି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ତନବୀର ସାଦିକ୍‌ ସୂଚନା ଦେଇଛନ୍ତି । ଇସ୍ତଫା କାରଣ ନେଇ ଫାରୁକ ଅବ୍ଦୁଲା କହିଛନ୍ତି ଯେ, ନିଜର ଖରାପ ସ୍ୱାସ୍ଥ୍ୟ କାରଣରୁ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଡିସେମ୍ବର ୫ ତାରିଖରେ ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ନିର୍ବାଚନ […]
Read More...

Advertisement