for women legislators
ଦେଶ- ବିଦେଶ 

ଉତ୍ତରପ୍ରଦେଶ ବିଧାନସଭାରେ ଆଜି ମହିଳାଙ୍କ ଦିନ

ଉତ୍ତରପ୍ରଦେଶ ବିଧାନସଭାରେ ଆଜି ମହିଳାଙ୍କ ଦିନ ଉତ୍ତରପ୍ରଦେଶ : ମହିଳାଙ୍କ ସମ୍ମାନାର୍ଥେ ଉତ୍ତରପ୍ରଦେଶ ବିଧାନସଭା ନେଇଛି ପ୍ରଥମ ପଦକ୍ଷେପ I ଆଜି ଦିନଟିକୁ ବିଧାନସଭାରେ ମହିଳା ବିଧାୟକମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି I ଆଜି କେବଳ ମହିଳାମାନେ କହିବେ ଆଉ ପୁରୁଷ ମାନେ ଶୁଣିବେ । ମହିଳା ମାନେ ହିଁ ପଚାରିବେ ପ୍ରଶ୍ନ । ତେଣୁ ଆଜିଦିନଟିକୁ ଗୃହରେ ମହିଳା-କେନ୍ଦ୍ରିକ ପ୍ରସଙ୍ଗ କହିବା ଏବଂ ଉଠାଇବା ପାଇଁ ସଂରକ୍ଷିତ ରଖିବାକୁ ସ୍ଥିର ହୋଇଛି। ଏହାପରେ ମଧ୍ୟ ସେମାନେ ମହିଳାମାନଙ୍କ ସମସ୍ୟା ନେଇ ପ୍ରଶ୍ନ ଉଠାଇପାରିବେ […]
Read More...

Advertisement