Food was made in the toilet for the players
ଖେଳ  ଦେଶ- ବିଦେଶ 

ଖେଳାଳିଙ୍କ ପାଇଁ ଟଏଲେଟ୍‌ରେ ତିଆରି ହେଲା ଖାଦ୍ୟ

ଖେଳାଳିଙ୍କ ପାଇଁ ଟଏଲେଟ୍‌ରେ ତିଆରି ହେଲା ଖାଦ୍ୟ ସାହାରନପୁର : କବାଡି ଖେଳାଳିଙ୍କ ପ୍ରତି ଅସମ୍ମାନ। ଟଏଲେଟ୍‌ ଭିତରେ ଖେଳାଳିଙ୍କ ପାଇଁ କରାଗଲା ରୋଷଇ। ଏବେ ଏହାର ଭିଡିଓ ଭାଇରାଲ ହେବାପରେ ସାହାରନ୍‌ପୁର କ୍ରୀଡା ଅଧିକାରୀ ଅନିମେଷ ସକ୍ସେନାଙ୍କୁ ସସପେଣ୍ଡ କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଡ଼ିଏମ ରଜନୀଶ କୁମାରଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି I ରାଜ୍ୟ ଖେଳ ମନ୍ତ୍ରାଳୟ ମଧ୍ୟ ଏହି ଘଟଣାର ରିପୋର୍ଟ ମାଗିଛନ୍ତି I ସୂଚନାନୁସାରେ ସହାରନପୁର ଡକ୍ଟର ଭୀମରାଓ ସ୍ପୋଟର୍ସ ଷ୍ଟାଡିୟମ୍‌ରେ ସବ୍‌ ଜୁନିଅର(ବାଳିକା) […]
Read More...

Advertisement