food of india
ଜୀବନଚର୍ଯ୍ୟା 

ବିହାରୀ ଷ୍ଟାଇଲ୍‌ ମାଛ ତରକାରୀ

ବିହାରୀ ଷ୍ଟାଇଲ୍‌ ମାଛ ତରକାରୀ ସାମଗ୍ରୀ- ୬ପିସ୍‌ ରୋହି ମାଛ, ୩ ଚାମଚ ହଳଦୀ ଗୁଣ୍ଡ, ୨ଚାମଚ ଲଙ୍କା ଗୁଣ୍ଡ,୧୦ଟି ରସୁଣ, ୨ଟା କଞ୍ଚାଲଙ୍କା, ଏକ ଚାମଚ ସୋରିଷ, ଏକ ଚାମଚ ମରିଚ, ଏକ ଚାମଚ ଜିରା, ୨ଟା ଶୁଖିଲା ଲଙ୍କା, ମେଥି ଏକ ଚାମଚ, ଅଧା କପ କଟା ଟମାଟୋ, ୨ଟା ତେଜପତ୍ର, ଅଧା କପ ପାଣି, ଏକ ଚାମଚ ଗରମ ମସଲା, ଧନିଆ ପତ୍ର, ପ୍ରଣାଳୀ- ମାଛରେ ଲୁଣ,ହଳଦୀ, ତେଲ, ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ । ଏହାକୁ ଅଲଗା […]
Read More...
ଜୀବନଚର୍ଯ୍ୟା 

ଆଳୁ ଗାଜର ସାଲାଡ୍‌

ଆଳୁ ଗାଜର ସାଲାଡ୍‌ ସାମଗ୍ରୀ : ୨ଟି ଆଳୁ, ଗୋଟିଏ ଗାଜର, ୫ରୁ ୬ ଚେରି ଟମାଟର୍‌, ଏକ ଚାମଚ କ୍ରିମ୍‌, ଅଧା ଚାମଚ ଲଙ୍କା ଗୁଣ୍ଡ, ଅଳ୍ପ କିଛି ଅରିଗାନୋ, ପ୍ରଣାଳୀ : ପ୍ରଥମେ ଆଳୁକୁ ଚୋପା ସହିତ ସିଝାଇ ନିଅନ୍ତୁ । ପ୍ୟାନ୍‌ରେ ତେଲ ଗରମ କରି ଏଥିରେ ଆଳୁକୁ ଗୋଲ ଗୋଲ କରି କାଟି ଭାଜନ୍ତୁ । ଏହାସହିତ ଗାଜର ଓ ଟମାଟୋ ପକାଇ ଭାଜନ୍ତୁ । ଅଳ୍ପ ଭାଜିହେବା ପରେ ଏଥିରେ ଲଙ୍କାଗୁଣ୍ଡ ଓ ଲୁଣ […]
Read More...
ଜୀବନଚର୍ଯ୍ୟା 

ଚିକେନ୍‌ ଗୁପ୍‌ଚୁପ୍‌

ଚିକେନ୍‌ ଗୁପ୍‌ଚୁପ୍‌ ଗୁପ୍‌ଚୁପ୍‌ ତ’ଆପଣମାନେ ସମସ୍ତେ ଖାଇଥିବେ । ହେଲେ କେବେ ଚିକେନ୍‌ ଗୁପ୍‌ଚୁପ୍‌ ଖାଇଛନ୍ତି । ଏହା କରିବାକୁ ସହଜ ହେବା ସହ ଖାଇବାକୁ ସ୍ୱାଦିଷ୍ଟ ହୋଇଥାଏ । ବଡ଼ ବଡ଼ ରେଷ୍ଟୁରାଣ୍ଟମାନଙ୍କରେ ଚିକେନ୍‌ ଗୁପ୍‌ଚୁପ୍‌ ମିଳିଥାଏ । ହେଲେ ଏହାକୁ ଘରେ କରି ପରିବାରଙ୍କ ସହିତ ଖାଇବାର ମଜା ନିଆରା । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ- ଆବଶ୍ୟକ ସାମଗ୍ରୀ : ଚିକେନ୍‌, ଲୁଣ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ପିଆଜ ସହ […]
Read More...

Advertisement