fog is visible in some places in Odisha
ଓଡ଼ିଶା  ପାଣିପାଗ 

ଚଳିତ ମାସ ଶେଷ ଯାଏଁ ରାଜ୍ୟର ପାଗ ଶୁଖିଲା, କିଛି ସ୍ଥାନରେ କୁହୁଡ଼ି ଦୃଶ୍ୟମାନ

ଚଳିତ ମାସ ଶେଷ ଯାଏଁ ରାଜ୍ୟର ପାଗ ଶୁଖିଲା, କିଛି ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ଭୁବନେଶ୍ୱର : ଚଳିତ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ତେବେ ଆସନ୍ତା ୩୧ ତାରିଖ ଆଡ଼କୁ ବଙ୍ଗୋପସାଗର ଅଞ୍ଚଳରୁ ବାୟୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ବୋଲି ଆଜି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି । ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ଆଜି ପାଗ ଆଂଶିକ ମେଘୁଆ […]
Read More...

Advertisement