floral fashion
ଜୀବନଚର୍ଯ୍ୟା 

ଫ୍ଲୋରାଲ ଫ୍ୟାଶନ

ଫ୍ଲୋରାଲ ଫ୍ୟାଶନ ଯେକୌଣସି ଋତୁ ପାଇଁ ପ୍ଲୋରାଲ ଫ୍ୟାଶନ ବହୁତ ଭଲ ଲାଗିଥାଏ । ଏହାକୁ ପିନ୍ଧିଲେ ସୁନ୍ଦର ଦେଖାଯିବା ସହିତ କୁଲ୍‌ ଲୁକ୍‌ ମିଳିଥାଏ । ତେବେ ଆଜିକାଲି ଯୁବପିଢ଼ିଙ୍କୁ କୁଲ୍‌ ଲୁକ୍‌ ବହୁତ ଭଲ ଲାଗେ । ସାଧାରଣତଃ ଫ୍ଲୋରାଲ ଡ୍ରେସ୍‌ କିମ୍ବା ବ୍ଲାଉଜ୍‌ ସମସ୍ତଙ୍କ ପସନ୍ଦ । ବଲିଉଡ୍‌ ଡିଭା ନାୟିକାଙ୍କଠୁ ନେଇପାରିବେ ଟି« । ଅନନ୍ୟା ପାଣ୍ଡେଠାରୁ ଆରମ୍ଭ କରି କରୀନା କପୁର ପର୍ଯ୍ୟନ୍ତ ସମସ୍ତେ ଫ୍ଲୋରାଲ ଡ୍ରେସ୍‌ ପିନ୍ଧିଥିବା ନଜର ଆସିଛନ୍ତି । […]
Read More...

Advertisement