Flood in Odisha
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ମନ୍ଦିରରେ ପଶିଲା ପାଣି, ସ୍ଥାନାନ୍ତର ହେଲେ ବିଗ୍ରହ
Published On
By Samaya Live
ନୂଆପଡ଼ା : ମନ୍ଦିରରେ ପଶିଲା ଡ୍ୟାମ ପାଣି । ଅନ୍ୟତ୍ର ସ୍ଥାନାନ୍ତର ହେଲେ ବିଗ୍ରହ । ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତିଖାଲି ଡ୍ୟାମରେ ପାଣି ଭର୍ତ୍ତି ହେଉଥିବା ବେଳେ ଏପଟେ ଉପର ମୁଣ୍ଡ ବିସ୍ଥାପିତ କୋନାବିରା ଗାଁର ଜଗନ୍ନାଥ ମନ୍ଦିରରେ ପାଣି ପଶିବା ପରେ ତିନି ଠାକୁରଙ୍କୁ ଅନ୍ୟ ଏକ ସ୍ଥାନରେ ସ୍ଥାପନା କରି ପୂଜାର୍ଚ୍ଚନା କରାଯାଉଛି । ତିଖାଲି ଡ୍ୟାମରେ କୋନାବିରା ଗାଁ ସମ୍ପୂର୍ଣ୍ଣ […]
ଲଗାଣ ବର୍ଷାରେ ବୌଦ୍ଧ ଜିଲ୍ଲା ବେହାଲ
Published On
By Samaya Live
ବୌଦ୍ଧ,ସେପ୍ଟେମ୍ବର ୧୫: ଚଳିତ ବର୍ଷ ଖରିଫରେ ଅନିୟମିତ ଓ କମ୍ ବର୍ଷା ଯୋଗୁଁ ମରୁଡ଼ି ପରିସ୍ଥିତି ଦେଖା ଦେଇଥିଲା । ଚାଷୀ ବର୍ଷକର ଆୟ ଯୋଗାଉଥିବା ଧାନରେ ପାଣି ଟୋପାଏ ପାଇଁ କସରତ କରୁଥିଲା । ଏବେ ଅଜାଡ଼ି ଦେଇଛି ବର୍ଷା । ରବିବାର ସଂଧ୍ୟାରୁ ଆରମ୍ଭ ହୋଇଥିବା ବର୍ଷା ଥମିବାର ନାଁ ନେଉନାହିଁ । ଏବେ ବର୍ଷାର ବିତ୍ପାତ ଯୋଗୁଁ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେଲାଣି । ପ୍ରବଳ ବର୍ଷା ସହ ପବନ ଯୋଗୁଁ […]
ଫୁଲୁଛି ସୁବର୍ଣ୍ଣରେଖା, ୨୦ଟି ଗ୍ରାମରେ ବନ୍ୟା ପାଣି
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୨: ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ସୁବର୍ଣ୍ଣରେଖା ଦନୀର ଜଳ ଫୁଲିବାରେ ଲାଗିଛି । ଫଳରେ ବାଲିଆପାଳ ଓ ଜଳେଶ୍ୱର ବ୍ଲକ୍ର ୨୦ଟି ଗ୍ରାମରେ ବନ୍ୟା ଜଳ ପଶିଯାଇଛି । ଗତକାଲି ରାତିରେ ଗ୍ରାମରେ ବନ୍ୟା ଜଳ ପଶିଯିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗଲୁଡ଼ିହ ବ୍ୟାରେଜରୁ ୮ ହଜାର କ୍ୱì୍ୟଏମ୍ ପାଣି ପ୍ରବାହିତ ହେଉଛି । ଜଳେଶ୍ୱରର ରାଜଘାଟରେ ବିପଦ ସଙ୍କେତ ଟପିଛି ସୁବର୍ଣ୍ଣରେଖା । ବିପଦ ସଙ୍କେତ ୧୦.୩୬ ରହିଥିଲା […]

