Fire in Andhra COVID centre
ଦେଶ- ବିଦେଶ 

ଆନ୍ଧ୍ର ପ୍ରଦେଶ ର ବିଜୟୱାଡା ରେ କୋଭିଡ -19 କେୟାର ସେଣ୍ଟର ଭାବରେ ବ୍ୟବହାର ହେଉଥିବା ଗୋଟିଏ ହୋଟେଲ ରେ ଅଗ୍ନିକାଣ୍ଡ; ୭ ମୃତ

ଆନ୍ଧ୍ର ପ୍ରଦେଶ ର ବିଜୟୱାଡା ରେ କୋଭିଡ -19 କେୟାର ସେଣ୍ଟର ଭାବରେ ବ୍ୟବହାର ହେଉଥିବା ଗୋଟିଏ ହୋଟେଲ  ରେ ଅଗ୍ନିକାଣ୍ଡ; ୭ ମୃତ ବିଜୟୱାଡା : ଅଗଷ୍ଟ ୯ : ଆନ୍ଧ୍ର ପ୍ରଦେଶ ର ବିଜୟୱାଡା ରେ ,କୋଭିଡ -19 କେୟାର ସେଣ୍ଟର ଭାବରେ ବ୍ୟବହାର ହେଉଥିବା ଗୋଟିଏ ହୋଟେଲ ରେ ଅଗ୍ନିକାଣ୍ଡ ଘଟି ସାତ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗ ର କର୍ମଚାରୀ ପହଂଚି ନିଆଁକୁ ଆୟତ୍ତ କରିବାରେ ସଫଳ ହେଇଛନ୍ତି । ବିଲ୍ଡିଂର ତଳ ମହଲା ଏବଂ ପ୍ରଥମ ମହଲାରେ ନିଆଁ ଲାଗିଯାଇଥିଲା। କୋଭିଡ -19 କେୟାର ସେଣ୍ଟରର ଅନ୍ତେବାସୀମାନେ ଘନ ଧୂଆଁ […]
Read More...

Advertisement