fir-lodged-against-yoga-guru-ramdev
ଦେଶ- ବିଦେଶ 

ରାମଦେବ ବାବା ଙ୍କ ନାଁ ରେ ରୁଜୁ ହେଲା ଏତଲା

ରାମଦେବ ବାବା ଙ୍କ ନାଁ ରେ ରୁଜୁ ହେଲା ଏତଲା ଜୈସାଲମେର : ଯୋଗ ଗୁରୁ ରାମ ଦେବଙ୍କ ପାଇଁ ବଢ଼ିଲା ଅଡୁଆ I ଧର୍ମକୁ ନେଇ ମନ୍ତବ୍ୟ ଦେବା ପରେ ବିବାଦରେ ବାବା ରାମଦେବ Iବାବା ରାମଦେବଙ୍କ ନାଁ ରେ ଥାନାରେ ରୁଜୁ ହେଲା ଏତଲା ! ଧର୍ମୀୟ ଭାବନା କୁ ଆଘାତ ଦେଇଥିବାରୁ ତାଙ୍କ ନାଁ ରେ ରାଜସ୍ଥାନର ଚୌହଟନ ପୋଲିସ ଥାନାରେ ମାମଲା ରୁଜୁ ହୋଇଛି । ବାବା ରାମଦେବ ଦେଶରେ ହିସାଂ ସୃଷ୍ଟି କରୁଛନ୍ତି ଚର୍ଚ୍ଚା ଜୋରଧରିଛି । ଯୋଗ ଗୁରୁ ରାମଦେଙ୍କ […]
Read More...

Advertisement