ଫଟୋଗ୍ରାଫିରେ ପ୍ରଥମ ମହିଳା
ଆଜିର ସମାଜରେ ମହିଳା ଟିଏ କଣ ନକରିପାରୁଛିା ଘର ପରିବାର ସହ ନିଜ କାମକୁ ବି ଦେଖୁଛିା ଦିନ ଥିଲା କେବଳ କାମ ପୁରୁଷମାନେ କରୁଥିଲେ କିନ୍ତୁ ଆଜିର ଏହି ଆଧୁନିକ ସମାଜରେ ଜଣେ ମହିଳା ଗୋଟେ ପୁରୁଷଠୁ କୌଣସି ମାତ୍ରାରେ କମ ନୁହୋଁ ଆଉ ଏମିତି ହି ଏକ ପୋଶା ଜଣେ ଫଟୋ ଜର୍ଣ୍ଣାଲିଷ୍ଟଙ୍କରା ଆଜି ଆପଣଙ୍କ ଆଗରେ ଅନେକ ମହିଳା ଫଟୋ ଜର୍ଣ୍ଣାଲିଷ୍ଟ ଅଛନ୍ତିା କିନ୍ତୁ ଏକ ଯୁଗ ଥିଲା ଯେତେବଳେ ଏହି କ୍ଷେତ୍ରରେ ଜଣେ ବି ମହିଳା କାମ କରୁନଥିଲୋ ଆଉ ଏହି ଧାରାକୁ ବଦଳେଇଛନ୍ତି ଜଣେ ମହିଳା ଫଟୋ ଜର୍ଣ୍ଣାଲିଷ୍ଟ ଏହି ସବୁ ଭ୍ରାନ୍ତ ଧାରାକୁ ସେ ନୂଆ ଦିଗ ଦେଇଛନ୍ତିିା ଆଉ ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ଫଟୋ ଜର୍ଣ୍ଣାଲିଷ୍ଟା ତାଙ୍କ ନାଁ ହେଉଛି ହୋମାଇ ଭୟାରାୱାଲାା ଭାରତର ପ୍ରଥମ ମହିଳା ଫଟୋ ଜର୍ଣ୍ଣାଲିଷ୍ଟ ହୋମାଇ ଜଣେ ଏମିତି ମହିଳା ଥିଲେ ଯେକି ତାଙ୍କ ଫଟୋଗ୍ରାଫି ମାଧ୍ୟମରେ ଦେଶର ଇତିହାସକୁ ଜୀବନ୍ତ କରିଥିଲୋ ସେ ଭାରତର ସ୍ୱାଧୀନତା ଠାରୁ ଏକ ସ୍ୱାଧୀନ ରାଷ୍ଟ୍ର ହେବା ଯାଏଁ ସବୁକୁ ନିଜ କ୍ୟାମେରା ଲେନ୍ସରେ କଏଦ କରିଥିଲୋ ଆସନ୍ତୁ ଜାଣିବା ତାଙ୍କ ବିଷୟରୋ
ହୋମାଇ । ଡିସେମ୍ବର ୯, ୧୯୧୩ ମସିହାରେ ଗୁଜୁରାଟରେ ଜନ୍ମ ନେଇଥିଲୋ ସେ ପାର୍ସି ସମ୍ପ୍ରଦାୟର ଥିଲୋ ତାଙ୍କ ପିତା ନାଟ୍ୟ ଗୋଷ୍ଠୀର ଅଭିନେତା ଥିଲୋ କିନ୍ତୁ ପରେ କୌଣସି କାରଣ ବଶତଃ ତାଙ୍କ ପୁରା ପରିବାର ମୁମ୍ବାଇକୁ ସିଫ୍ଟ ହୋଇଯାଇଥିଲୋ ଏଇଠୁ ହି ହୋମାଇଙ୍କ ଫଟୋଗ୍ରାଫି ଯାତ୍ରା ଆରମ୍ଭ ହୋଇଥିଲାା ସେ ମୁମ୍ବାଇର ଜେଜେ ସ୍କୁଲ ଅଫ୍ ଆର୍ଟରେ ଫଟୋଗ୍ରାଫି ଅଧ୍ୟୟନ କଲୋ କଲେଜ ବେଳେ ସେ ଫ୍ରିଲାନ୍ସ ଫଟୋଗ୍ରାଫର ମାନେକଶାଙ୍କୁ ଭେଟିଥିଲୋ ଆଉ ତାଙ୍କୁ ସେ ଜୀବନ ସାଥୀ କରିଥିଲୋ ପରେ ସେମାନଙ୍କ ବିବାହ ହୋଇଥିଲାା ମାନେକଶା ହିଁ ହୋମାଇଙ୍କୁ ଫଟୋଗ୍ରାଫି ଦୁନିଆକୁ ଆଣିଥିଲୋ ଆରମ୍ଭରୁ ସେ ଫଟୋଗ୍ରାଫି ସ୍ୱାମୀଙ୍କଠାରୁ ଶିଖିଥିଲୋ ପ୍ରଥମରୁ ତାଙ୍କ ଫଟୋଗ୍ରାୀଫ ତାଙ୍କ ସ୍ୱାମୀଙ୍କ ନାଁରେ ପ୍ରକାଶ ପାଉଥିଲାା କିନ୍ତୁ ପରେ ପରେ ତାଙ୍କର ନିଜସ୍ୱ ଛବି ନାମ ଡାଲଡା ରେ ପ୍ରକାଶ ପାଇଲାା ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଡାଲଡା ହିଁ କାହିଁକି, ତେବେ ୧୩ ସଂଖ୍ୟା ତାଙ୍କ ଜନ୍ମ ବର୍ଷ ସହ ଜଡିତା ତାଙ୍କ ଫଟୋଗ୍ରାଫଗୁଡିକୁ ଏବେ ବି ଇତିହାସର ସବୁଠୁ ସଠିକ ଫଟୋଗ୍ରାଫର ଝଲକ ଦେଖିବାକୁ ମିଳୋ ହୋମାଇ ଦେଶର ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ସ୍ୱୀଧୀନତା ପର ପର୍ଯ୍ୟନ୍ତ ଅନେକ ଯୁଗାନ୍ତକାରୀ ମୁହୂର୍ତ୍ତକୁ କ୍ୟାମେରା ଲେନ୍ସରେ କଏଦ କରିଥିଲୋ ମହାତ୍ମା ଗାନ୍ଧିଙ୍କ ପାଦଚିହ୍ନଠୁ ୁ ଆରମ୍ଭ କରି ଜବାହାରଲାଲ ନେହେରୁଙ୍କ ହସ ପର୍ଯ୍ୟନ୍ତ ତାଙ୍କ ଫଟୋଗ୍ରାଫଗୁଡିକ ସ୍ୱାଧୀନତାର ପ୍ରତ୍ୟେକ ମୂହୁର୍ତକୁ କଏଦ କରିଥିଲୋ ନେହେରୁ ମହାତାବ ଗାନ୍ଧି ଏବଂ ମାଉଂଟ ବ୍ୟାଟେନଙ୍କ ଭଳି ନେତାଙ୍କ ବିରଳ ଫଟୋଗ୍ରାଫକୁ କଏଦ କରି ସେ ଭାରତର ଆାଧୁନିକ ଇତିହାସକୁ କଏଦ କରି ସେ ଆଜି ବିଶ୍ୱରେ ପରିଚିତା ୧୯୭୦ ମସିହାରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ହୋମାଇ ଫଟୋଗ୍ରାଫି ଛାଡିଦେଇଥିଲୋ ତାଙ୍କ ସ୍ୱାମୀଙ୍କ ମୃତୁ୍ୟ ବର୍ଷ ହି ସେ ଶେଷ ଆସାଇନମେଂଟ ସୁଟ କରିଥିଲୋ ଆଉ ସେହି ବର୍ଷ ହିଁ ତାଙ୍କ ଶ୍ରେଷ୍ଠ ଫଟୋଗ୍ରାଫି ପାଇଁ ସେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଫଟୋ ପୁରସ୍କାରରେ ଜୀବନବ୍ୟାପୀ ସାଧନା ପୁରଷ୍କାର ପାଇଥିଲୋ ସେ ଜାନୁୟାରୀ ୨୦୧୨ ମସିହାରେ ୯୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲୋ


