fear to virus
Feature 

ଫୋବିଆ କାରଣରୁ କିଣିଲେ ସୁପରମାର୍କେଟ୍‌

ଫୋବିଆ କାରଣରୁ କିଣିଲେ ସୁପରମାର୍କେଟ୍‌ ଆମେରିକା: ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଫୋବିଆ ରହିଥାଏ । କିଏ ଉଚ୍ଚା ସ୍ଥାନକୁ ଡରୁଥିବା ବେଳେ ଆଉ କିଏ ପାଣିକୁ ଡରିଥାଏ । ତେବେ ଆମେରିକାରେ ରହୁଥିବା ଜଣେ ମହିଳାଙ୍କୁ ଜୀବାଣୁକୁ ଡରିଥାନ୍ତି । ତେବେ ଜୀବାଣୁକୁ ସମସ୍ତେ ଡରନ୍ତି, ହେଲେ ଏହି ମହିଳାଙ୍କ କଥା ଟେିକ ଅଲଗା । ସେ ଏତେ ମାତ୍ରାରେ ଜୀବାଣୁକୁ ଡରନ୍ତି ଯେ ଲୋକଙ୍କ ସହ ସମ୍ପର୍କ ମଧ୍ୟ ରଖନ୍ତି ନାହିଁ । ସେହିଭଳି ନିଜ ଡର କାରଣରୁ ସେ […]
Read More...

Advertisement