fan
ବିଶ୍ବ  ବାଣିଜ୍ୟ 

ଏଲୋନ୍ ମସ୍କଙ୍କ ଚେହେରା ଓ ଛେଳି ଶରୀର ଥିବା ୩୦ ଫୁଟ ର ପ୍ରତିମୁର୍ତି ତିଆରିକଲେ ପ୍ରଶଂସକ

ଏଲୋନ୍ ମସ୍କଙ୍କ ଚେହେରା ଓ ଛେଳି ଶରୀର ଥିବା ୩୦ ଫୁଟ ର ପ୍ରତିମୁର୍ତି ତିଆରିକଲେ ପ୍ରଶଂସକ ନୂଆଦିଲ୍ଲୀ : ବିଶ୍ୱର ଏକ ନମ୍ବର ଧନୀ ତାଲିକାରେ ଥିବା ଟେସଲା ସିଇଓ ଏଲୋନ୍ ମସ୍କଙ୍କ ପ୍ରତିମୁର୍ତି ତିଆରିକଲେ ପ୍ରଶଂସକ I ପ୍ରଶଂସକ ତାଙ୍କର ଏକ ୩୦ ଫୁଟ ଲମ୍ବ ର ଏକ ସ୍ମାରକ ତିଆରି କରିଛନ୍ତି I ମସ୍କଙ୍କୁ ‘ହିରୋ’ ସଜାଇ ତାଙ୍କ ସମ୍ମାନାର୍ଥେ ପ୍ରଶଂସକ ଜଣକ ତାଙ୍କର ଏକ ଅଜବ ପ୍ରତିମୁର୍ତି ତିଆରି କରିଛନ୍ତି I ପ୍ରତିମୂର୍ତୀରେ ଚେହେରା ମସ୍କଙ୍କର ଓ ଶରୀର ଛେଳି ପରି ହୋଇଛି I ମୂର୍ତ୍ତିଟିକୁ ଏକ ରକେଟ୍‌ ଉପରେ […]
Read More...
ମନୋରଞ୍ଜନ 

ସାମନ୍ଥାଙ୍କ ନୂଆ ଆଇଟମ ସଙ୍ଗ

ସାମନ୍ଥାଙ୍କ ନୂଆ ଆଇଟମ ସଙ୍ଗ ନୂଆଦିଲ୍ଲୀ: ଜାନୁଆରୀ ୨୫: ନିକଟରେ ପୁଷ୍ପ। ଫିଲ୍ମ ରିଲିଜ ହୋଇଯାଇଛି। ବକ୍ସ ଅଫିସରେ ଧମାଲ ମଚାଇ ସବୁ ରେକର୍ଡ ଭାଙ୍ଗିଛି। ପୁଷ୍ପ।ର ରିଲିଜ୍ ପରେ ତ।ର ଗୀତ ସହ ଡ।ଇଲଗ ଗୁଡିକ ସୋସିଆଲ ମିଡିଆରେ ଟ୍ରେଣ୍ଡ ପ।ଲଟିଛି । ଏହା ସାଙ୍ଗକୁ ଆଇଟମ ସଙ୍ଗରେ ସାମନ୍ଥାଙ୍କ ଡାନ୍ସ ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସିଛି। ସେବେଠ ସ।ମନ୍ଥ।ଙ୍କ କ୍ରେଜ୍ ବଢି ଚ।ଲିଛି । ଏହି ସବୁ ଭିତରେ ଖବର ଆସୁଛି କି ଅଭିନେତ୍ରୀ ସ।ମନ୍ଥ। ବିଜୟ ଦେବରକୋଣ୍ଡ।ଙ୍କ ଫିଲ୍ମ […]
Read More...

Advertisement