explosive device in central Mali
ଦେଶ- ବିଦେଶ 

ବସ୍‌ରେ ବିସ୍ପୋରଣ: ୧୧ ମୃତ

ବସ୍‌ରେ ବିସ୍ପୋରଣ: ୧୧ ମୃତ ମାଲି: କେନ୍ଦ୍ରୀୟ ମାଲିରେ ହୋଇଥିବା ଭୟଙ୍କର ବିସ୍ପୋରଣେ ଗୋଟିଏ ଯାତ୍ରୀବାହୀ ବସ୍‌ ଛିନଛତ୍ର ହୋଇଯାଇଛି । ଏଯାଏ ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକ ଅବସ୍ଥା ସଙ୍କଟାପନ୍ନ ଥିବା ହସ୍ପିଟାଲ ସୂତ୍ରରୁ ଖବର ମିଳିଛି । ଯାତ୍ରୀବାହୀ ବସଟି ମୋପଟି ଅଞ୍ଚଳରେ ଥିବା ବାନ୍ଦିଆଗା ଓ ଗୌଣ୍ଡାକା ରାସ୍ତା ଅତିକ୍ରମ କରୁଥିବା ବେଳେ ବିସ୍ପୋରଣ ହୋଇଛି । ରାସ୍ତାରେ ପୂର୍ବରୁ ଖଞ୍ଜା ଯାଇଥିବା […]
Read More...

Advertisement