examination
ଓଡ଼ିଶା 

ମାଟ୍ରିକ୍‌ ଅଫ୍‌ଲାଇନ ପରୀକ୍ଷାଫଳ ପ୍ରକାଶ ପାଇଲା

ମାଟ୍ରିକ୍‌ ଅଫ୍‌ଲାଇନ ପରୀକ୍ଷାଫଳ ପ୍ରକାଶ ପାଇଲା ଭୁବନେଶ୍ୱର:ଅଗଷ୍ଟ ୨୪: ଆଜି ରାଜ୍ୟରେ ମାଟ୍ରିକ୍‌ ଅଫ୍‌ଲାଇନ ପରୀକ୍ଷାଫଳ ପ୍ରକାଶ ପାଇଛି । ମୋଟ୍‌ ପାସ୍‌ ହାର ୮୦.୮୩ ପ୍ରତିଶତ ରହିଥିଲା ବେଳେ ପୁଅମାନଙ୍କ ପାସ୍‌ ସଂଖ୍ୟା ଅଧିକ ରହିଛି । ପରୀକ୍ଷା ଦେଇଥିବା ମୋଟ୍‌ ୮୪୯୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ୍‌ କରିଛନ୍ତି । ଏମାନଙ୍କ ମଧ୍ୟରେ ୩,୧୦୦ ଜଣ ଛାତ୍ରଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୨,୧୩୩ ରହିଛି । କରୋନା ମହାମାରୀ ସକାଶେ ମାଟ୍ରିକ୍‌ ପରୀକ୍ଷା ବାତିଲ କରାଯାଇଥିଲା । ପୂର୍ବ ମାର୍କକୁ […]
Read More...

Advertisement