everest and chaina
ବିଶ୍ବ 

ଏଭରେଷ୍ଟ ଦଖଲ ଲକ୍ଷ୍ୟରେ ଚୀନ୍‌

ଏଭରେଷ୍ଟ ଦଖଲ ଲକ୍ଷ୍ୟରେ ଚୀନ୍‌ ଏଭରେଷ୍ଟ ଶୃଙ୍ଗ ସମ୍ପର୍କରେ ନେପାଳ ଓ ଚୀନ୍‌ ଏକ ମିଳିତ ବିବୃତି ଖୁବ୍‌ଶୀଘ୍ର ଦେବେ । ପୃଥିବୀର ଏହି ଉଚ୍ଚତମ ଶୃଙ୍ଗ ଚୀନ୍‌ର ବୋଲି କିଛିମାସ ପୂର୍ବେ ବେଜିଂ ପକ୍ଷରୁ ଦାବି କରାଯାଇଥିଲା । ମେ’ ମାସରେ ଚୀନା ଗଣମାଧ୍ୟମରେ ଏଇ ଖବର ପ୍ରକାଶ ପାଇବାରୁ ନେପାଳ ସରକାର ତୀବ୍ର ବିରୋଧ କରିଥିଲେ । ଏ ଭିତରେ ନେପାଳ ଭାରତ ସହ ବନ୍ଧୁ ସମ୍ପର୍କ ଛିନ୍ନ କରି ଚୀନ୍‌ର ଆଶ୍ରୟ ନେଇଥିବାରୁ ଆଗାମୀ ମିଳିତ ଏଭରେଷ୍ଟ ଘୋଷଣା […]
Read More...

Advertisement