ନୋରାଙ୍କ ପ୍ରେମରେ ଗୁରୁ ରନ୍ଧାବା
ମୁମ୍ବାଇ: ଡିସେମ୍ବର ୧୩: ବଲିଉଡର ସୁନ୍ଦରୀ ନୋର। ଫତେହି ତ।ଙ୍କ ଡ୍ୟ।ନ୍ସ ପ।ଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ହେଲେ ବର୍ତ୍ତମାନ ସେ ଏକ ଫଟୋ ପାଇଁ ଚର୍ଚ୍ଚାରେ ଆସିଛନ୍ତି। ବଲିଉଡ ସୁନ୍ଦରୀ ନୋରା ବଲିଉଡ୍ ତଥ। ପଞ୍ଜ।ବୀ କଣ୍ଠଶିଳ୍ପୀ ଗୁରୁ ର।ନ୍ଧୱ।ଙ୍କ ସହ ଗୋଆର ସି ବିଚରେ ବୁଲୁଥିବା ଫଟୋ ଭଆଇରାଲ ହେବାରେ ଲାଗିଛି। ଏହି ଫଟୋରେ ନୋରା ସଟ୍ସ ସହ ଏକ କ୍ରପ୍ ଟପରେ ନଜର ଆସିଥିବା ବେଳେ ଗୁରୁ ମଧ୍ୟ ନିଜ ସମର େୱୟରରେ […]
ମୁମ୍ବାଇ: ଡିସେମ୍ବର ୧୩: ବଲିଉଡର ସୁନ୍ଦରୀ ନୋର। ଫତେହି ତ।ଙ୍କ ଡ୍ୟ।ନ୍ସ ପ।ଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ହେଲେ ବର୍ତ୍ତମାନ ସେ ଏକ ଫଟୋ ପାଇଁ ଚର୍ଚ୍ଚାରେ ଆସିଛନ୍ତି। ବଲିଉଡ ସୁନ୍ଦରୀ ନୋରା ବଲିଉଡ୍ ତଥ। ପଞ୍ଜ।ବୀ କଣ୍ଠଶିଳ୍ପୀ ଗୁରୁ ର।ନ୍ଧୱ।ଙ୍କ ସହ ଗୋଆର ସି ବିଚରେ ବୁଲୁଥିବା ଫଟୋ ଭଆଇରାଲ ହେବାରେ ଲାଗିଛି। ଏହି ଫଟୋରେ ନୋରା ସଟ୍ସ ସହ ଏକ କ୍ରପ୍ ଟପରେ ନଜର ଆସିଥିବା ବେଳେ ଗୁରୁ ମଧ୍ୟ ନିଜ ସମର େୱୟରରେ ଦେଖା ଯାଇଛିନ୍ତି।

ସେମ।ନଙ୍କ ଫଟୋକୁ ଫଟୋଗ୍ର।ଫର୍ ଭ।ଇର।ଲ ଭୟ।ନୀ ନିଜର ଇନଷ୍ଟ୍ର।ଗ୍ର।ମ ଆକ।ଉଣ୍ଟରେ ସେୟ।ର୍ କରିଛନ୍ତି ।ତେବେ ବି ଟାଉନର ଏହି ନୂଆ କପଲଙ୍କୁ ନେଇ ଫ୍ୟାନ ବିଭିନ୍ନ କମେଣ୍ଟ କରିବା ସହ କେତେକ ସେମାନଙ୍କୁ ଏକ କ୍ୟୁଟ୍ କପଲର ଆକ୍ଷା ଦେଇଛିନ୍ତି। ଏହି ଫଟୋ ଭାଇରାଲ ହେବା ପରେ ଉଭୟ ଉଭୟଙ୍କୁ ଡେଟ କରୁଥିବା ମଧ୍ୟ କୁହାଯାଉଛି।




