Enforcement Directorate (ED)
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି, ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସହ ସାମ୍ନାସାମ୍ନି ଜେରା
Published On
By Samaya Live
ଭୁବନେଶ୍ୱର: ଅର୍ଚ୍ଚନା ନାଗ ବ୍ଲାକ୍ମେଲ ଜରିଆରେ ଟଙ୍କା ହଡ଼ପ ମାମଲାରେ ଆଜି ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଦ୍ୱିତୀୟ ଦିନ ଲାଗି ସେ ଇଡିରେ ହାଜର ହୋଇଛନ୍ତି । ସେଠାରେ ତାଙ୍କୁ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସହ ସାମ୍ନାସାମ୍ନି ଜେରା କରାଯାଇଥିବା ସୂଚନା ମଳିଛି । ଶ୍ରଦ୍ଧାଞ୍ଜଳିଙ୍କ ପାଢ଼ଠପାଢ଼ା ଠାରୁ ଆରମ୍ଭ କରି ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଆସିବା ପର୍ଯ୍ୟନ୍ତ ସବୁ ଦିଗ ଉପରେ ଇଡି ପଚରାଉଚରା କରୁଛି । […]
ଶିକ୍ଷକ ନିଯୁକ୍ତି ସ୍କାମ: ଟିଏମ୍ସି ବିଧାୟକ ଗିରଫ
Published On
By Samaya Live
କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମରେ ବନ୍ଧା ହେଲେ ଟିଏମ୍ସିର ଆଉ ଜଣେ ବିଧାୟକ । ପୂର୍ବରୁ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ବନ୍ଧା ହୋଇଥିବା ବେଳେ ଏବେ ବିଧାୟକ ତଥା ତତ୍କାଳୀନ ବଙ୍ଗଳା ପ୍ରାଥମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ବାନ୍ଧିଛି ଇଡି । ବିଧାୟକ ଭଟ୍ଟାଚାର୍ଯ୍ୟ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଠକେଇ କରିଥିବା ଅଭିଯୋଗ ହୋଇଛି । ଗତକାଲି ଅପରାହ୍ନରେ ପଚରାଉଚରା ନିମନ୍ତେ ତାଙ୍କୁ କୋଲକତାସ୍ଥିତ ସିଜିଓ କମ୍ପ୍ଲେକ୍ସକୁ ଡକାଯାଇଥିଲା । ସେଠାରେ […]
ପତ୍ରାଚଲ ଜମି ଦୁର୍ନୀତି ମାମଲା: ସଞ୍ଜୟ ରାଉତଙ୍କ ଜେଲ ମିଆଦ ବଢିଲା
Published On
By Samaya Live
ମୁମ୍ବାଇ: ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ଜେଲରେ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ଅନୁସନ୍ଧାନ କରୁଥିବା ପତ୍ରାଚଲ ପୁନଃନିର୍ମାଣରୁ ହୋଇଥିବା ମନି ଲଣ୍ଡରିଂ ଅଭିଯୋଗରେ ଅଗଷ୍ଟ ୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ରାଉତଙ୍କୁ ଗିରଫ କରାଯାଇଥିଲା । ୧,୦୩୪ କୋଟି ଟଙ୍କାର ପତ୍ରାଚଲ ଜମି ଘୋଟାଲା ମାମଲାରେ ତାଙ୍କୁ ଛଅ ଘଣ୍ଟାରୁ ଅଧିକ […]
ଉଦ୍ଧାର ହୋଇଥିବା ଟଙ୍କା ମୋର ନୁହେଁ, ମୋ ଅନୁପସ୍ଥିତିରେ ମୋ ଘରେ ଟଙ୍କା ରଖାଯାଛି: ଜେରା ବେଳେ ଏମିତି କହିଲେ ଅର୍ପିତା ମୁଖାର୍ଜୀ
Published On
By Samaya Live
କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଆଜି ଇଡି ପ୍ରଶ୍ନ ବାଣର ସାମ୍ନା କରିଛନ୍ତି । ଘରୁ ଉଦ୍ଧାର ହୋଇଥିବା ଟଙ୍କା କେଉଁଠୁ ଆସିଲା ଓ କେମିତି ଆସିଲା, ସେସବୁର ପ୍ରଶ୍ନ କରିଛନ୍ତି ଇଡି ଅଧିକାରୀ । ଏହାର ଉତ୍ତରରେ ଅର୍ପିତା ଭିନ୍ନ କଥା କହିଛନ୍ତି । ସେ କହିଛନ୍ତି, ଘରୁ ମିଳିଥିବା ଟଙ୍କାଗୁଡ଼ିକ ମୋର ନୁହେଁ କି ମୁଁ ଉପସ୍ଥିତ ଥିବା ସମୟରେ […]
ଜମ୍ମୁ ଓ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି
Published On
By Samaya Live
ନୂଆଦିଲ୍ଲୀ: ଏକ ମନି ଲଣ୍ଡରିଂ ମାମଲାରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ମଙ୍ଗଳବାର ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଜମ୍ମୁ- କଶ୍ମୀର କ୍ରିକେଟ୍ ଆସୋସିଏସଙ୍କ ଆର୍ଥିକ ଅନିୟମିତତା ଅଭିଯୋଗରେ ଆଗତ ହୋଇଥିବା ଏକ ମନି ଲଣ୍ଡରିଂ ମାମଲାରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାର୍ଜସିଟ୍ ଦାଖଲ କରିଛି । ଏହି ମାମଲାର ତଦନ୍ତ କାଳରେ ୮୪ ବର୍ଷ ବୟସ୍କ ଅବଦୁଲ୍ଲାଙ୍କୁ […]

