energy
ବାଣିଜ୍ୟ  ଓଡ଼ିଶା 

ରାଜ୍ୟରେ ୧୦ଟି ନୂଆ ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ୍‌ ୱିଣ୍ଡୋ ମଞ୍ଜୁରୀ

ରାଜ୍ୟରେ ୧୦ଟି ନୂଆ ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ୍‌ ୱିଣ୍ଡୋ ମଞ୍ଜୁରୀ ଭୁବନେଶ୍ୱର: ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ବୈଠକରେ ରାଜ୍ୟରେ ୧୯ଶହ ୨୩ କୋଟି ଟଙ୍କାର ୧୦ଟି ନୂଆ ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ୍‌ ୱିଣ୍ଡୋ ମଞ୍ଜୁରୀ ହୋଇଛି । ଏହାଦ୍ୱାରା ରାଜ୍ୟରୁ ଆସିବ ୧,୯୨୩ କୋଟି ଟଙ୍କାର ନିବେଶ । ୫,୧୭୦ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ । ସମୟାନୁବନ୍ଧିତ କ୍ଷେତ୍ରାୟନ ଓ ଉପଯୁକ୍ତ ବର୍ଜ୍ୟବସ୍ତୁ ପରିଚାଳନା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ମଞ୍ଜୁରୀ ପାଇଥିବା […]
Read More...

Advertisement