education of odisha
ଓଡ଼ିଶା 

ଦୁଇମାସ ଭିତରେ ସ୍କୁଲ ଖୋଲିବ: ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲା ହାଇକୋର୍ଟ

ଦୁଇମାସ ଭିତରେ ସ୍କୁଲ ଖୋଲିବ: ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲା ହାଇକୋର୍ଟ କଟକ: ଫେବୃଅରୀ ୨: ଆସନ୍ତା ୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ଼ କଟକଣା ଭିତରେ କିଭଳି ସ୍କୁଲ ଖୋଲାଯାଇପାରିବ ଏନେଇ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ । ତେବେ କୋଭିଡ଼ କଟକଣା ଭିତରେ ସ୍କୁଲ ଖୋଲିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଯାହାକୁ ବିଚାର କରି କୋର୍ଟ ତା’ର ନିଷ୍ପତି ଶୁଣାଇଛି । ରାଜ୍ୟରେ କରୋନା ସଂକ୍ରମଣ ହ ୍ରାସ ପାଉଥିବାରୁ କଟକଣା କୋହଳ […]
Read More...
ଓଡ଼ିଶା 

ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ଭୁବନେଶ୍ୱର: ନଭେମ୍ବର ୦୩ : ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ସୁରୁଖୁରୁରେ ଚାଲିଛି । କୌଣସି ବାଧା ଉପୁଜି ନାହିଁ । ସେହିପରି ମଧ୍ୟ ଷଷ୍ଠ ଓ ସପ୍ତମ ଶ୍ରେଶୀ ଖୋଲିବାକୁ ଯାଉଛି । ତେବେ ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯାଇପାରିବେ ବୋଲି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହିପରି ଭାବେ ପର୍ଯ୍ୟାୟକ୍ରମେ ବିଦ୍ୟାଳୟର ସମସ୍ତ ଶ୍ରେଣୀ ଖୋଲିବ । ହେଲେ ପ୍ରଥମ ଶ୍ରେଣୀର ପିଲାମାନେ କରୋନା […]
Read More...

Advertisement