ED arrested Punjab CM nephew Bhupinder Singh Honey
ଦେଶ- ବିଦେଶ  ଅପରାଧ 

ଇଡି ହାତରେ ଧରା ପଡିଲେ ଚନ୍ନିଙ୍କ ଭଣଜା

ଇଡି ହାତରେ ଧରା ପଡିଲେ ଚନ୍ନିଙ୍କ ଭଣଜା ଚଣ୍ଡିଗଡ: ଫେବୃଆରୀ ୦୪: ବେଆଇନ ବ।ଲି ଖନନ ମ।ମଲ।ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶ।ଳୟ ପଞ୍ଜ।ବ ସିଏମ ଚରଣଜିତ ସିଂ ଚନ୍ନିଙ୍କ ଭଣଜ। ଭୁପିନ୍ଦର ସିଂ ଜଲନ୍ଦରଙ୍କୁ ଗିରଫ କରିଛି।ଇଡି ଅଧିକ।ରୀ କହିଛନ୍ତି ଯେ ବେଆଇନ ବ।ଲି ଖନନ ମ।ମଲ।ରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟର ନିୟମ ଅନୁଯ।ୟୀ ର।ଜ୍ୟ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସମ୍ପର୍କୀୟ ତଥ। ଅନ୍ୟମ।ନଙ୍କୁ ଗିରଫ କର।ଯ।ଇଛି। ଇଡି ଭୁପିନ୍ଦର ସିଂ ହନିଙ୍କ ଆବ।ସିକ କୋଠରୀରୁ ୧୦ କୋଟିରୁ ଅଧିକ ନଗଦ ଟଙ୍କ।, […]
Read More...

Advertisement