ଇଡି ହାତରେ ଧରା ପଡିଲେ ଚନ୍ନିଙ୍କ ଭଣଜା
ଚଣ୍ଡିଗଡ: ଫେବୃଆରୀ ୦୪: ବେଆଇନ ବ।ଲି ଖନନ ମ।ମଲ।ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶ।ଳୟ ପଞ୍ଜ।ବ ସିଏମ ଚରଣଜିତ ସିଂ ଚନ୍ନିଙ୍କ ଭଣଜ। ଭୁପିନ୍ଦର ସିଂ ଜଲନ୍ଦରଙ୍କୁ ଗିରଫ କରିଛି।ଇଡି ଅଧିକ।ରୀ କହିଛନ୍ତି ଯେ ବେଆଇନ ବ।ଲି ଖନନ ମ।ମଲ।ରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟର ନିୟମ ଅନୁଯ।ୟୀ ର।ଜ୍ୟ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସମ୍ପର୍କୀୟ ତଥ। ଅନ୍ୟମ।ନଙ୍କୁ ଗିରଫ କର।ଯ।ଇଛି। ଇଡି ଭୁପିନ୍ଦର ସିଂ ହନିଙ୍କ ଆବ।ସିକ କୋଠରୀରୁ ୧୦ କୋଟିରୁ ଅଧିକ ନଗଦ ଟଙ୍କ।, […]
ଚଣ୍ଡିଗଡ: ଫେବୃଆରୀ ୦୪: ବେଆଇନ ବ।ଲି ଖନନ ମ।ମଲ।ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶ।ଳୟ ପଞ୍ଜ।ବ ସିଏମ ଚରଣଜିତ ସିଂ ଚନ୍ନିଙ୍କ ଭଣଜ। ଭୁପିନ୍ଦର ସିଂ ଜଲନ୍ଦରଙ୍କୁ ଗିରଫ କରିଛି।ଇଡି ଅଧିକ।ରୀ କହିଛନ୍ତି ଯେ ବେଆଇନ ବ।ଲି ଖନନ ମ।ମଲ।ରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟର ନିୟମ ଅନୁଯ।ୟୀ ର।ଜ୍ୟ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସମ୍ପର୍କୀୟ ତଥ। ଅନ୍ୟମ।ନଙ୍କୁ ଗିରଫ କର।ଯ।ଇଛି।
ଇଡି ଭୁପିନ୍ଦର ସିଂ ହନିଙ୍କ ଆବ।ସିକ କୋଠରୀରୁ ୧୦ କୋଟିରୁ ଅଧିକ ନଗଦ ଟଙ୍କ।, ୨୧ ଲକ୍ଷରୁ ଅଧିକ ମୂଲ୍ୟର ସୁନ। ଏବଂ ୧୨ ଲକ୍ଷ ଡଲ।ର ମୂଲ୍ୟର ରୋଲେକ୍ସ ଘଣ୍ଟ। ଜବତ କରିଛି। ମୋହଲି, ଲୁଧିଆନ।, ରୂପନଗର, ଫତେହଗଡ ସ।ହିବ ଏବଂ ପଠ।ନକୋଟରେ ଅଭିଯୁକ୍ତ ବ୍ୟକ୍ତି ତଥ। ସେମ।ନଙ୍କ ସହଯୋଗୀଙ୍କ ବ୍ୟବସ।ୟ ତଥ। ଆବ।ସିକ ପରିସରରେ ଦୁଇ ଦିନିଆ ଚଢାଉ ଶେଷ କରିବ। ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶ।ଳୟ ଏହ।ର ଘୋଷଣ। କରିଛି। ମଙ୍ଗଳବ।ର ସକ।ଳ ୭.୩୦ରୁ ବିଳମ୍ବିତ ର।ତି ପର୍ଯ୍ୟନ୍ତ ଏହି ଚଢାଉ ଚ।ଲିଥିଲ। ।
ଫେଡେର।ଲ୍ ଏଜେନ୍ସି କହିଛି ଯେ ପିଞ୍ଜୋର ରୟ।ଲଟି କମ୍ପ।ନୀର ମ।ଲିକ କୁଦ୍ରତଦୀପ ସିଂ ଏବଂ ତ।ଙ୍କ ସହଯୋଗୀ ତଥ। ଅଂଶୀଦ।ର କ।ନୱ।ର୍ମ।ହିପ୍ ସିଂ, ମନପ୍ରୀତ ସିଂ, ସୁନୀଲ କୁମ।ର ଯୋଶୀ, ଜଗବୀର ଇନ୍ଦର ସିଂଙ୍କ ସମେତ ଅଭିଯୁକ୍ତ ତଥ। ସେମ।ନଙ୍କ ସହଯୋଗୀଙ୍କ ପରିସରରେ ଚଢାଉ କର।ଯ।ଇଛି।




