Economic and political crisis in Britain
ବିଶ୍ବ 

ପୁଣି ଘନେଇଲା ରିଷି ସନକଙ୍କ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ହେବା ଆଶା, ଲିଜ୍‌ ଟ୍ରସ୍‌ ଦେଲେ ପଦରୁ ଇସ୍ତଫା

ପୁଣି ଘନେଇଲା ରିଷି ସନକଙ୍କ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ହେବା ଆଶା, ଲିଜ୍‌ ଟ୍ରସ୍‌ ଦେଲେ ପଦରୁ ଇସ୍ତଫା ଦିଲ୍ଲୀ: ଲିଜ୍‌ ଟ୍ରସ୍‌ ବିଟ୍ରେନ୍‌ର ପ୍ରଧାନମନ୍ତ୍ରୀ ହେବା ପରଠାରୁ ଏକ ପ୍ରକାର ବିବାଦ ଦେଖାଯାଇଛି । ଏହିପରିକି ନିଜ ଦଳର କିଛି ଲୋକ ଲିଜ୍‌ଙ୍କୁ ବିରୋଧ କରିଛନ୍ତି । ବିଦାବ ଓ ବିରୋଧ ବଢ଼ୁଥିବାରୁ ମାତ୍ର ୬ ସପ୍ତାହ ମଧ୍ୟରେ ଲିଜ୍‌ ଟ୍ରସ୍‌ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବୋରିସ୍‌ ଜନ୍‌ସନ୍‌ଙ୍କ ପରେ ଲିଜ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିଲେ । ସୂଚନା ଅନୁସାରେ, ଲିଜ୍‌ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ବଡ଼ ଧରଣର […]
Read More...

Advertisement