Earthquake
ଦେଶ- ବିଦେଶ 

ଆସାମରେ ପ୍ରବଳ ବର୍ଷା

ଆସାମରେ ପ୍ରବଳ ବର୍ଷା ଆସାମରେ ପ୍ରବଳ ବର୍ଷା ଜାରି ରହିଛି। ଆସାମର ଗୋଲପାରା ଅଞ୍ଚଳରେ ଲଗାତର ବାଦଲଫଟା ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି। ଫଳରେ ମାଟିତଳେ ପୋତି ହୋଇ ଦୁଇ ନାବାଳିକା ପ୍ରାଣ ହରାଇଛନ୍ତି। ଉଦ୍ଧାରକାରୀ ଦଳ ମାଟି ତଳୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଆଜି ସକାଳୁ ଗୋଲପାରା ନିକଟରେ ଏହି ଅଘଟଣ ଘଟିଛି। ଆସାମରେ ଲଗାତାର ଗତ କିଛି ଦିନ ହେବ ବର୍ଷା ଜାରି ରହିଛି। ଫଳରେ ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ବର୍ଷା ଯୋଗୁ […]
Read More...
ଦେଶ- ବିଦେଶ 

ଗୁଜୁରାଟରେ ଭୂମିକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ

ଗୁଜୁରାଟରେ ଭୂମିକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ ଭୁବନେଶ୍ୱର: ଅଗଷ୍ଟ୨୧: ଆଜି ଅପରାହ୍ନ ୧୨.୦୮ ସମୟରେ ଗୁଜୁରାଟର କଚ୍ଛ ଜିଲ୍ଲାରେ ଭୂମିକମ୍ପ ହୋଇଛି । ରିକଫର ସ୍କେଲ୍‌ ଅନୁସାରେ ୪.୧ ମାଗ୍ନିଚୁ୍ୟଡ୍‌ ପ୍ରଭାବ ରହିଥିଲା ବୋଲି ଗାନ୍ଧିନଗର ଇନ୍‌ଷ୍ଟିଚୁ୍ୟଟ ଅଫ୍‌ ସେସମୋଲୋଜି ରିସର୍ଚ୍ଚ (ଆଇଏସ୍‌ଆର୍‌) କହିଛି । ତେବେ ସେଠାରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ । ମିଳିଥିବା ସୂଚନା ଅନୁସାରେ, କଚ୍ଛ ସ୍ଥିତ ପୂର୍ବ-ଦକ୍ଷିଣରେ ଥିବା ଢ଼ୋଲାବିରା ଅଞ୍ଚଳ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ । ଗୁଜରାଟର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଜିଏସ୍‌ଡିଏମ୍‌ଏ)ଙ୍କ ରିପୋର୍ଟ […]
Read More...

Advertisement