EARTHQUAKE IN GUJARAT
ଦେଶ- ବିଦେଶ  ପାଣିପାଗ 

ପୁଣି ଥରିଲା ଗୁଜରାଟ

ପୁଣି ଥରିଲା ଗୁଜରାଟ ଅହମ୍ମଦାବାଦ : ଆଜି ସକାଳୁ ପୁଣି ଥରେ ଗୁଜରାଟରେ ଭୂମିକମ୍ପ ଅନୁଭୂତ ହୋଇଛି I ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି। ତେବେ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ସୂଚନା ମୁତାବକ, ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛର ଲଖପାତଠାରୁ ୬୨ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ଥିଲା। ତେବେ ଭୂମିକମ୍ପ ପରେ ଲୋକେ ଘରୁ ବାହାରକୁ ଚାଲି ଆସିଛନ୍ତି। ଚାରିଆଡେ ଏକପ୍ରକାର ଆତଙ୍କ ଖେଳିଯାଇଛି। ସେହିପରି ରବିବାର ଦିନ ପ୍ରାୟ ୩.୨୧ ମିନିଟ ସମୟରେ […]
Read More...

Advertisement