during the programme
ରାଜନୀତି  ଦେଶ- ବିଦେଶ 

କାର୍ଯ୍ୟକ୍ରମ ସମୟରେ ବିଗିଡ଼ିଲା ନିତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟାବସ୍ଥା

କାର୍ଯ୍ୟକ୍ରମ ସମୟରେ ବିଗିଡ଼ିଲା ନିତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସିଲିଗୁଡି : ମଂଚ ଉପରେ ବିଗିଡ଼ିଲା କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟ I ଗୁରୁବାର ଦିନ ପଶ୍ଚିମବଙ୍ଗର ସିଲିଗୁଡି ସ୍ଥିତ ଦାଗପୁର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାବେଳେମଂଚ ଉପରେ ହଠାତ୍ହ ଅସୁସ୍ଥ ହୋଇପଡିଥିଲେ I ଏହା ପରେ ପାଖ ହସ୍ପିଟାଲରୁ ଏକ ଡାକ୍ତରୀ ଟିମ୍‌ ପହଞ୍ଚି ତାଙ୍କର ପ୍ରାଥମିକ ଚିକିତ୍ସା ପହଞ୍ଚିଥିଲା। କୁହାଯାଉଛି କି, ସୁଗାର ଲେବଲ କମ୍‌ ହେବା କାରଣରୁ ନିତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। । ସୂଚନାନୁସାରେ ପଶ୍ଚିମବଙ୍ଗ ସିଲିଗୁଡି […]
Read More...

Advertisement