drug taking case
ଅପରାଧ 

ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁର ଡ୍ରଗ୍ସ ସେବନ ମାମଲାରେ ଗିରଫ

ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁର ଡ୍ରଗ୍ସ ସେବନ ମାମଲାରେ ଗିରଫ ବେଙ୍ଗାଲୁରୁ: ଜୁନ ୧୩: ରବିବାର ରାତିରେ ବେଙ୍ଗାଲୁରୁ ନଗରୀରେ ଆୟୋଜିତ ପାର୍ଟିରେ ଡ୍ରଗ୍‌ ସେବନ କରିଥିବା ଅଭିଯୋଗରେ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ପୁଲିସ ଅଟକ ରଖିଛି । ପ୍ରଥମେ ତାଙ୍କୁ ଅଟକ ରଖାଯାଇଥିଲା । ସୁର୍ନିଦ୍ଦିଷ୍ଟ ସୂଚନା ପାଇବା ପରେ ଏମଜି ରୋଡ ସ୍ଥିତ ପାର୍କ ହୋଟେଲ୍‌ ପବରେ ବେଙ୍ଗାଲୁରୁ ପୁଲିସ ଚଢାଉ କରିଥିଲା । ସେଠାରେ ସମବେତ ୩୫ଜଣ ଅତିଥିଙ୍କ ନମୁନା ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କ […]
Read More...

Advertisement