DRDO hone trap case in odisha
ଓଡ଼ିଶା 

ଚାନ୍ଦିପୁର ଡିଆର୍‌ଡିଓ ମାମଲା ସହ ମୁମ୍ବାଇ ଲିଙ୍କ୍‌: ରହସ୍ୟମୟୀ ମହିଳାଙ୍କ ସହିତ ଟଙ୍କା କାରବାର

ଚାନ୍ଦିପୁର ଡିଆର୍‌ଡିଓ ମାମଲା ସହ ମୁମ୍ବାଇ ଲିଙ୍କ୍‌: ରହସ୍ୟମୟୀ ମହିଳାଙ୍କ ସହିତ ଟଙ୍କା କାରବାର ଭୁବନେଶ୍ୱର: ନଭେମ୍ବର ୦୬ : ଚାନ୍ଦିପୁର ଡିଆର୍‌ଡିଓ ଗୁପ୍ତଚର ମାମଲାର ଏକ ବଡ଼ ସୁରାକ୍‌ କ୍ରାଇମବ୍ରଞ୍ଚକୁ ମିଳିଛି । ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ କାରବାରରେ ମୁମ୍ବାଇ ଲିଙ୍କ୍‌ ମିଳିଥିବା ଜଣାପଡ଼ିଛି । ତେବେ ସେ ମୁମ୍ବାଇର ଜଣେ ରହସ୍ୟମୟୀ ମହିଳାଙ୍କ ସହ ୪୦ ହଜାର ଟଙ୍କା କାରବାର କରିଥିବା ଖବର ମିଳିଛି । ସେହି ମହିଳା ଜଣକ କିଏ ଏହାର ଅଧିକ ତଦନ୍ତ ଆରମ୍ଭ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି […]
Read More...
ଜିଲ୍ଲା  ଓଡ଼ିଶା 

ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍‌ ମାମଲା: ଅଭିଯୁକ୍ତଙ୍କ ସମ୍ପର୍କରେ ରହିଥିଲେ ରହସ୍ୟମୟୀ ମହିଳା

ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍‌ ମାମଲା: ଅଭିଯୁକ୍ତଙ୍କ ସମ୍ପର୍କରେ ରହିଥିଲେ ରହସ୍ୟମୟୀ ମହିଳା ବାଲେଶ୍ୱର: ସେପ୍‌ଟେମ୍ବର ୨୨ : ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍‌ ମାମଲା । ହନିଟ୍ରାପ ନେଇ ଅଭିଯୁକ୍ତଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ୫ଅଭିଯୁକ୍ତଙ୍କ ସହ ୨୦୨୦ରୁ ଫେସବୁକ୍‌ ମାଧ୍ୟମରେ ସଂପର୍କରେ ଥିଲେ । ୫ଜଣଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇଥିଲେ ରହସ୍ୟମୟୀ ମହିଳା । କେତେବେଳେ ଇଂଲଣ୍ଡରେ କାମ କରୁଥିବା ଓ ମିସାଇଲ୍‌ ଉପରେ ଆଗ୍ରହ ଥିବା କହିଥିଲେ । ଆଉ କିଛି ଅଭିଯୁକ୍ତଙ୍କୁ ରାଜସ୍ଥାନରେ ପ୍ରେସ ଟ୍ରଷ୍ଟ ବ୍ୟୁରୋରେ କାମ କରୁଥିବା କହିଛନ୍ତି […]
Read More...

Advertisement