dominant position about Play Store policy
ବାଣିଜ୍ୟ  ଦେଶ- ବିଦେଶ 

ଗୁଗୁଲ ଉପରେ ପୁଣି ୯୩୬ କୋଟିର ଜରିମାନା

ଗୁଗୁଲ ଉପରେ ପୁଣି ୯୩୬ କୋଟିର ଜରିମାନା ନୂଆଦିଲ୍ଲୀ: ଏକ ସପ୍ତାହରୁ କମ୍‌ ସମୟ ମଧ୍ୟରେ ଭାରତ ଗୁଗୁଲ ଉପରେ ୯୩୬ କୋଟି ଟଙ୍କାର ଦ୍ୱିତୀୟ ଜରିମାନା କରାଯାଇଛି । ଚଳିତ ମାସରେ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ଆଉ ଏକ ଆଣ୍ଟିଟ୍ରଷ୍ଟ ଅନୁସନ୍ଧାନ ଶେଷ କରିବା ପରେ ଗୁଗୁଲକୁ ମଙ୍ଗଳବାର ୯.୩୬ ବିଲିୟନ ବା ୯୩୬ କୋଟି ଭାରତୀୟ ଟଙ୍କା (୧୧୩.୦୪ ନିୟୁତ ଡଲାର)ର ଜରିମାନା କରାଯାଇଛି । ଉଲ୍ଲେଖଯୋଗ୍ୟ, ଅନୁଚିତ ଉପାୟରେ ବ୍ୟବସାୟ କରୁଥିବା ଅଭିଯୋଗରେ ୨୧ ତାରିଖରେ ସିସିଆଇ ଗୁଗୁଲ୍‌ ଉପରେ […]
Read More...

Advertisement