Do you have 100 heads like a Ravan?' Khadge's controversial comments
ରାଜନୀତି  ଦେଶ- ବିଦେଶ 

‘ରାବଣ ଭଳି କ’ଣ ଆପଣଙ୍କର ୧୦୦ ମୁଣ୍ଡ କି?’ ପ୍ରଧାନମନ୍ତ୍ରୀଙ୍କୁ ନେଇ ଖଡଗେଙ୍କ ବିବାଦୀୟ ମନ୍ତବ୍ୟ

‘ରାବଣ ଭଳି କ’ଣ ଆପଣଙ୍କର ୧୦୦ ମୁଣ୍ଡ କି?’ ପ୍ରଧାନମନ୍ତ୍ରୀଙ୍କୁ ନେଇ ଖଡଗେଙ୍କ ବିବାଦୀୟ ମନ୍ତବ୍ୟ ଅହମ୍ମଦାବାଦ,୨୯।୧୧: ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ପ୍ରଚାରର ଶେଷ ଦିନ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଦେଇଛନ୍ତି ଏକ ବିବାଦୀୟ ବୟାନ। ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ। ସେ ମୋଦିଙ୍କୁ ରାବଣ ସହିତ ମଧ୍ୟ ତୁଳନା କରିବାକୁ ପଛାଇ ନାହାନ୍ତି। ସୋମବାର କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ ନିର୍ବାଚନ ପ୍ରଚାର ସମୟରେ ଗୁଜରାଟରେ ଏକ ରାଲିରେ ସମ୍ବୋଧିତ […]
Read More...

Advertisement