ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନ କଳା ଯୁବ କଂଗ୍ରେସ
ଜୁନାଗଡ଼, ସେପ୍ଟେମ୍ବର ୧୭ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ବ୍ଲକ ପାଖ ରାଜରାସ୍ତା କଡରେ ଶକୁବ୍ରାର ଯୁବ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନରେ ଏକ ସଭା କରାଯାଇ ମୋଦିଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ରୂପେ ପାଳନ କରାଯାଇଛି । ଏହି ସଭାରେ ନଗର କଂଗ୍ରେସ ସଭାପତି କୈଳାଶ ଅଗ୍ରୱାଲ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାହୁଲ ମଙ୍ଗରାଜ, ଜିଲ୍ଲା ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ନିଆଲ, ପ୍ରଭାତ ଦାସ, ପରମେ ମୋଟେଲ, […]
ଜୁନାଗଡ଼, ସେପ୍ଟେମ୍ବର ୧୭ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ବ୍ଲକ ପାଖ ରାଜରାସ୍ତା କଡରେ ଶକୁବ୍ରାର ଯୁବ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନରେ ଏକ ସଭା କରାଯାଇ ମୋଦିଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ରୂପେ ପାଳନ କରାଯାଇଛି । ଏହି ସଭାରେ ନଗର କଂଗ୍ରେସ ସଭାପତି କୈଳାଶ ଅଗ୍ରୱାଲ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାହୁଲ ମଙ୍ଗରାଜ, ଜିଲ୍ଲା ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ନିଆଲ, ପ୍ରଭାତ ଦାସ, ପରମେ ମୋଟେଲ, ସତ୍ୟ ସରାଫ, ଡାକେସ୍ୱର ଲହଜଳ, ଗଣେଶ ଭାଟି, ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗର୍ଜିଥିଲେଛଆଜିର ଏହି ସଭାରେ ଜୁନାଗଡ଼ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୁବ କଂଗ୍ରେସ ନେତା ଓ କର୍ମୀମାନେ ସାମିଲ ଥିଲେ ।




