district administration talks failed
ଜିଲ୍ଲା 

ଜୋର ଧରିଛି ବୌଦ୍ଧରେ କ୍ରସର ବିରୋଧି ଆନ୍ଦୋଳନ : ଆନ୍ଦୋଳନକାରୀ-ଜିଲ୍ଲାପ୍ରଶାସନ ଆଲୋଚନା ବିଫଳ

ଜୋର ଧରିଛି ବୌଦ୍ଧରେ କ୍ରସର ବିରୋଧି ଆନ୍ଦୋଳନ : ଆନ୍ଦୋଳନକାରୀ-ଜିଲ୍ଲାପ୍ରଶାସନ ଆଲୋଚନା ବିଫଳ ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁଠାରେ ଚାଲିଥିବା କ୍ରସର ବିରୋଧି ଆନ୍ଦୋଳନ ଜୋର ଧରିଛି। ମାର୍ଗଶୀର ମାସ ଗୁରୁବାର ଥିବାରୁ ଧାରଣାରେ ସାମିଲଥିବା ମହିଳାମାନେ ଲକ୍ଷ୍ମୀପୁରାଣ ପଠନ କରିଥିବା ଦେଖିବାକୁ ମିଳିଛି । ଅପରାହ୍ନରେ ବୌଦ୍ଧ ଉପଜିଲ୍ଲାପାଳ ସନତ କୁମାର ନାଏକ ଏବଂ ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରତିନିଧି ଆସିଥିବା ଉପଜିଲ୍ଲାପାଳ ଆନ୍ଦୋଳନକାରୀଙ୍କୁ ବୁଝେଇବା ସହିତ ଆନ୍ଦୋଳନକୁ ବନ୍ଦ […]
Read More...

Advertisement