Dilip Amlani
ଜୀବନଚର୍ଯ୍ୟା 

ଦିଲ୍ଲିପଙ୍କ ବଦାନ୍ୟ: ଗ୍ରହଣ କରୁଛନ୍ତି ପୋଷ୍ୟ ମାତା ପିତା

ଦିଲ୍ଲିପଙ୍କ ବଦାନ୍ୟ: ଗ୍ରହଣ କରୁଛନ୍ତି ପୋଷ୍ୟ ମାତା ପିତା ଗୁଜରାଟ: ପୋଷ୍ୟ ଶବ୍ଦ ଶୁଣିଲେ ସର୍ବଦା ମନକୁ ଛୋଟ ପିଲା କଥା ଆସିଥାଏ । ହେଲେ କେବେ ଶୁଣିଛନ୍ତି କି ପିତାମାତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯିବା । ଗୁଜରାଟର ଦିଲ୍ଲିପ ଅମଲାନି ଏହି ଉକ୍ତିଟିକୁ ସତ୍ୟ ପ୍ରମାଣିତ କରିଛନ୍ତି । ଏହି ୫୫ ବର୍ଷୀୟ ପାଥଲୋଜିଷ୍ଟ ଏକ ନିଆରା ମିସନ ଆରମ୍ଭ କରିଛନ୍ତି । ଏହି ମିସନରେ ପ୍ରାୟ ୨୦୦୦ଜଣ ବୟୋଜ୍ୟଷ୍ଟଙ୍କୁ ଘର ମିଳିଛି । ବ୍ୟକ୍ତିଜଣଙ୍କ ଅନେକ ବର୍ଷଧରି ବୃଦ୍ଧବୃଦ୍ଧାଙ୍କର ସେବା କରୁଛନ୍ତି । […]
Read More...

Advertisement