derogatory remarks on Sikhs
ଦେଶ- ବିଦେଶ 

ଶିଖ୍‌ ସମାଜକୁ ଖଲିସ୍ତାନ କହିବା ଅଭିଯୋଗରେ କଙ୍ଗନାଙ୍କୁ ସମନ

ଶିଖ୍‌ ସମାଜକୁ ଖଲିସ୍ତାନ କହିବା ଅଭିଯୋଗରେ କଙ୍ଗନାଙ୍କୁ ସମନ ମୁମ୍ବାଇ: ନଭେମ୍ବର ୨୫: ଶିଖ୍‌ ସମାଜକୁ ଖଲିସ୍ତାନୀୟ କହିବା ଅଭିଯୋଗରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କୁ ଦିଲ୍ଲୀ ବିଧାନସଭା ଶାନ୍ତି କମିଟି ପକ୍ଷରୁ ସମନ ମିଳିଛି । ଏଥିସହିତ ଆପ୍‌ ବିଧାୟକ ରାଘବ ଚଡାଙ୍କ ଅଧ୍ୟକ୍ଷତାରେ ଗଠିତ ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସଦଭାବ କମିଟି କଙ୍ଗନାଙ୍କୁ ଡିସେମ୍ବର ୬ ତାରିଖ ୧୨ଟା ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ତିନି କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା ହେବା ପରେ କଙ୍ଗନା ଆନ୍ଦୋଳନ କରୁଥିବା […]
Read More...

Advertisement