Deogarh Headline
ଜିଲ୍ଲା 

ଶିକ୍ଷକ ନଥିବାରୁ ଧାରଣାରେ ୧୫୨ ଛାତ୍ରଛାତ୍ରୀ, ସ୍କୁଲରେ ତାଲା

ଶିକ୍ଷକ ନଥିବାରୁ ଧାରଣାରେ ୧୫୨ ଛାତ୍ରଛାତ୍ରୀ, ସ୍କୁଲରେ ତାଲା ଦେଓଗଡ଼ : ଶିକ୍ଷକ ଦିଅ । ନ ହେଲେ ସ୍କୁଲ ତାଲା ଖୋଲିବନି । ଆମେ ପାଠପଢ଼ାରେ ହଇରାଣ ହେଉଛୁ । ହେଲେ ଅଧିକାରୀମାନେ ଅଭିଯୋଗର ସମାଧାନ କରୁନାହାନ୍ତି । ଛାତ୍ରଛାତ୍ରୀମାନେ ଏଭଳି ଅଭିଯୋଗ କରି ସ୍କୁଲରେ ତାଲା ପକାଇଛନ୍ତି । ଗତ ଦୁଇଦିନ ହେବ ସ୍କୁଲ ଆଗରେ ବସି ଛାତ୍ରଛାତ୍ରୀମାନେ ଧାରଣା ଚଳାଇଛନ୍ତି । ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଦେବଗଡ ଜିଲ୍ଲା ରିଆମାଳ ବ୍ଲକ […]
Read More...
ଜିଲ୍ଲା  ଓଡ଼ିଶା 

ଦେବଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା ବିଜେପି

ଦେବଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା ବିଜେପି ଦେବଗଡ଼: ମେ ୦୨: ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି ଦେବଗଡ଼ ବନ୍ଦ ଡାକରା ପାଳନ କରିଛି । ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫକୁ ପ୍ରତିବାଦ କରି ଏବଂ ତିଲେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଗିରଫ ଦାବିରେ ବିଜେପି ଏହି ବନ୍ଦ ଡାକରା ଦେଇଛି । ଏନେଇ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ଗତକାଲି ସୂଚନା ଦେଇଥିଲେ । ପ୍ରତିବାଦ ସ୍ୱରୂପ ବିଜେପି କର୍ମୀମାନେ ପିକେଟିଂ କରି ସହରର ଦୋକାନ ବଜାର […]
Read More...

Advertisement