delhi
ଦେଶ- ବିଦେଶ  ଅପରାଧ 

ଅଞ୍ଜଳି ସିଂ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଅଞ୍ଜଳି ସିଂ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ କଞ୍ଜୱାଲା ଘଟଣା ସମ୍ପର୍କରେ ଦିଲ୍ଲୀ ପୋଲିସ କୁ ନୋଟିସ ଜାରି କରାଯାଇଛି I ଦିଲ୍ଲୀ ପୋଲିସର ସ୍ପେଶାଲ ସିପି ଶାଲିନୀ ସିଂଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି। ଶାଲିନୀ ସିଂ ଏହି ଘଟଣାର ଅନୁସନ୍ଧାନ କରିବେ ଏବଂ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରିବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏହି ବିଷୟରେ ଅବଗତ କରାଯାଇଛି। କଞ୍ଜୱାଲା ଘଟଣାରେ ସୋମବାର (ଜାନୁୟାରୀ ୨ ) ମୃତକ […]
Read More...
ଦେଶ- ବିଦେଶ  ଅପରାଧ 

ଶ୍ରଦ୍ଧା ମର୍ଡର ପାର୍ଟ-୨, ପୁଅ ସହ ମିଶି ସ୍ୱାମୀକୁ ୨୨ ଖଣ୍ଡ କଲା ସ୍ତ୍ରୀ

ଶ୍ରଦ୍ଧା ମର୍ଡର ପାର୍ଟ-୨, ପୁଅ ସହ ମିଶି ସ୍ୱାମୀକୁ ୨୨ ଖଣ୍ଡ କଲା ସ୍ତ୍ରୀ ନୂଆଦିଲ୍ଲୀ : ଦିଲ୍ଲୀ ରେ ଶ୍ରଦ୍ଧା ହତ୍ୟାକାଣ୍ଡ ର ପୁନରାବୃତି I ଦିଲ୍ଲୀ ସ୍ଥିତ ତ୍ରିଲୋକପୁରୀର ପାଣ୍ଡବ ନଗର ପୋଲିସ ଷ୍ଟେସନ ଅଞ୍ଚଳରୁ ମଣିଷ ଶରୀରର ଖଣ୍ଡ ବିଖଣ୍ଡିତ ମୁଣ୍ଡ, ହାତ ଏବଂ ପାଦ ଇତ୍ୟାଦି ଅଙ୍ଗ ଉଦ୍ଧାର କରାଯାଇଥିଲା। ପୋଲିସ ଏହାକୁ ଶ୍ରଦ୍ଧା ରୀରର ଖଣ୍ଡ ହୋଇଥାଇ ପାରେ ବୋଲି ଅନୁସନ୍ଧାନ ଚଲାଇଥିବାବେଳେ ପଦାକୁ ଆସିଥିଲା ସାଙ୍ଘାତିକ ସତ୍ୟ I ମୃତକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ପାଣ୍ଡବ ନଗରରେ ରହୁଥିବା ରଞ୍ଜନ ଦାସ ଏବଂ ହତ୍ୟାକାରୀ […]
Read More...
ଦେଶ- ବିଦେଶ 

ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ମିନି ଲକଡାଉନ

ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ମିନି ଲକଡାଉନ ନୂଆଦିଲ୍ଲୀ : ପ୍ରଦୂଷଣ ଯୋଗୁଁ ଦିଲ୍ଲୀର ଅବସ୍ଥା ଅସମ୍ଭାଳ ହୋଇପଡିଛି। ରାଜଧାନୀ ଦିଲ୍ଲୀରେ ଏବେ ମିନି ଲକଡାଉନ ଘୋଷଣା କରାଯାଇଛି I ରାଜଧାନୀରେ ହୋଇଥିବା ପଲ୍ୟୁସନ ଯୋଗୁ ଲୋକଙ୍କ ନିଶ୍ୱାସ ନେବା କଷ୍ଟକର ହୋଇ ପଡ଼ୁଥିବା ବେଳେ ନିକଟ ଭବିଷ୍ୟତରେ ଏହାର କୌଣସି ସଲ୍ୟୁସନ ବାହାରିବା ପରି ଲାଗୁ ନାହିଁ। ଏହି ସମୟରେ ସେଠାରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ପରେ କେଜ୍ରିୱାଲ ସରକାର ଅଫିସରେ ୱାର୍କ ଫ୍ରମ ହୋମ ଘୋଷଣା କରିଛନ୍ତି। ଏହା ସହିତ […]
Read More...
ରାଜନୀତି  ଦେଶ- ବିଦେଶ 

୯ ବିଧାୟକଙ୍କୁ ଦିଲ୍ଲୀରୁ କଂଗ୍ରେସ ସୁପ୍ରିମୋଙ୍କ ଡାକରା

୯ ବିଧାୟକଙ୍କୁ ଦିଲ୍ଲୀରୁ କଂଗ୍ରେସ ସୁପ୍ରିମୋଙ୍କ ଡାକରା ନୂଆଦିଲ୍ଲୀ: ଜୁନ୍‌ ୨୧:ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଡକରା ଆସିଛି । ଏଆଇସିସି ପକ୍ଷରୁ ଡକରା ହୋଇଥିବା ନେଇ କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି ସୂଚନା ଦେଇଛନ୍ତି । ଆଜି ସଂଧ୍ୟାରେ ଓଡ଼ିଶାର ୯ କଂଗ୍ରେସ ବିଧାୟକ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି । ରାହୁଲ, ସୋନିଆଙ୍କୁ ଇଡିର ନୋଟିସକୁ ନେଇ ରଣନୀତି ପ୍ରସ୍ତୁତ ପାଇଁ ଡାକରା ହୋଇଛି । ଏଥିସହ ଦଳୀୟ ସଂଗଠନ ଉପରେ ଆଲୋଚନା ମଧ୍ୟ ହେବ ବୋଲି କହିଛନ୍ତି ତାରା […]
Read More...
ଦେଶ- ବିଦେଶ 

ଦିଲ୍ଲୀ ସମେତ 4 ରାଜ୍ୟରେ ଖୋଲିଲା ସ୍କୁଲ୍‌

ଦିଲ୍ଲୀ ସମେତ 4 ରାଜ୍ୟରେ ଖୋଲିଲା ସ୍କୁଲ୍‌ ନୂଆଦିଲ୍ଲୀ: ଫେବୃଆରୀ ୦୭: ୯ ରୁ ୧୨ ଶ୍ରେଣୀ ପ।ଇଁ କ୍ଲ।ସ୍ ଆଜି ଦିଲ୍ଲୀ, ଉତ୍ତରପ୍ରଦେଶ, କେରଳ, ଓଡିଶ। ଏବଂ ବିହ।ରରେ ପୁନଃ ଆରମ୍ଭ ହୋଇଛି । ଦିଲ୍ଲୀରେ, ନର୍ସରୀରୁ ଅଷ୍ଟମ ଶ୍ରେଣୀ ପ।ଇଁ କ୍ଲ।ସ୍ ଫେବୃଆରୀ ୧୪ରୁ ଆରମ୍ଭ ହେବ । ଜ।ତୀୟ ର।ଜଧ।ନୀରେ ଛ।ତ୍ରମ।ନଙ୍କ ପ।ଇଁ ଅନଲ।ଇନ୍ କ୍ଲ।ସ୍ ମଧ୍ୟ ଜ।ରି ରହିବ ବୋଲି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘୋଷଣ। କରିଛନ୍ତି। ଗତ ସପ୍ତ।ହରେ କେନ୍ଦ୍ର କହିଛି ଯେ ପଜିଟିଭିଟି ହ।ର ୦ […]
Read More...
ସ୍ୱାସ୍ଥ  ଦେଶ- ବିଦେଶ 

ଦେଶରେ ୭ ଶହ ପ।ର କଲ।ଣି ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ।

ଦେଶରେ ୭ ଶହ ପ।ର କଲ।ଣି ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ। ନୂଆଦିଲ୍ଲୀ: ଡିସେମ୍ବର ୨୯: ଦେଶରେ ୭ ଶହ ପ।ର କଲ।ଣି ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ। । ବର୍ତ୍ତମାନ ଭ।ରତରେ ମୋଟ ଓମିକ୍ରମ ସଂକ୍ରମିତଙ୍କ ସଂଖ୍ୟ। ୭୮୨ରେ ପହଞ୍ଚିବା ସହିତ ଦିଲ୍ଲୀରେ ସର୍ବ।ଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ର।ଜଧ।ନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟ। ୨୩୮, ମହ।ର।ଷ୍ଟ୍ରରେ ୧୬୭,ଗୁଜର।ଟରେ ୭୩, କେରଳରେ ୬୫, ତେଲେଙ୍ଗ।ନ।ରେ ୬୨, ର।ଜସ୍ଥ।ନରେ ୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଦିଲ୍ଲୀରେ ଓମିକ୍ରନ ସଂକ୍ରମଣ ବଢୁଥିବ।ରୁ କୋଭିଡ କଟକଣ। କଡ।କଡି କରିଦିଆଯ।ଇଛି […]
Read More...
ଜିଲ୍ଲା  ଦେଶ- ବିଦେଶ  ଅପରାଧ 

ଦିଲ୍ଲୀ ରୋହିଣୀ କୋର୍ଟ ପରିସରରେ ବିସ୍ଫୋରଣ

ଦିଲ୍ଲୀ ରୋହିଣୀ କୋର୍ଟ ପରିସରରେ ବିସ୍ଫୋରଣ ଭୁବନେଶ୍ୱର: ଡିସେମ୍ବର ୦୯: ଦିଲ୍ଲୀ ରୋହିଣୀ କୋର୍ଟ ପରିସରରେ ବିସ୍ଫୋରଣ । କୋର୍ଟ କ।ର୍ଯ୍ୟ ଚ।ଲିଥିବ। ବେଳେ ଏହି ବିସ୍ଫୋରଣ ଘଟିଥିବ। ସୂଚନ। ମିଳିଛି । ଏକ ଲ୍ୟ।ପଟପ୍ ବ୍ୟ।ଗରେ କିଛି ବିସ୍ଫୋରକ ସ।ମଗ୍ରୀ ରହିଥିବ। ବେଳେ କେଉଁ କ।ରଣରୁ ଓ କିଏ ଏହି ବିସ୍ଫୋରଣ ଘଟାଇଛି ତ।ହ। ବର୍ତ୍ତମାନ ସୁଦ୍ଧ। ସ୍ପଷ୍ଟ ହୋଇପ।ରିନି । ତେବେ ବିସ୍ଫୋରଣରେ ଜଣେ ଗୁରୁତର ଭ।ବରେ ଆହ।ତ ହୋଇଛନ୍ତି।ରୋହିଣୀ କୋର୍ଟରେ ବିସ୍ଫୋରଣ ନେଇ ଦିଲ୍ଲୀ ଡିସିପି ପ୍ରବଣ ତୟ।ଲ୍ ସୂଚନ। […]
Read More...

Advertisement