DELHI HIGH COURT DECLARED AGNEEPATH YOJNA IS VALID
ଦେଶ- ବିଦେଶ 

ଅଗ୍ନିପଥ ଯୋଜନା ବୈଧ,ଦିଲ୍ଲୀ ହାଇକୋର୍ଟ

ଅଗ୍ନିପଥ ଯୋଜନା ବୈଧ,ଦିଲ୍ଲୀ ହାଇକୋର୍ଟ ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବୈଧ ଘୋଷଣା କରିଛନ୍ତି ଦିଲ୍ଲୀ ହାଇକୋର୍ଟ I ଏହା ସହିତ ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଗତ ପିଟିସନ୍‌ ସବୁ ଖାରଜ କରିଦେଇଛନ୍ତି କୋର୍ଟ I ଏହି ପିଟିସନ୍‌ ସବୁର ଶୁଣାଣି କରାଯାଇ ଗତବର୍ଷ ଡିସେମ୍ବର ୧୫ ତାରିଖରେ ରାୟ ସଂରକ୍ଷଣ କରି ରଖାଯାଇଥିଲା I ଆଜି ବିଚାରପତି ସତୀଶଚନ୍ଦ୍ର ଶର୍ମା ଏବଂ ବିଚାରପତି ସୁବ୍ରମଣିୟମ୍‌ ପ୍ରସାଦ ରାୟ ଘୋଷଣା କରିଛନ୍ତି । ତେବେ ଏହି ଶୁଣାଣି ବେଳେ […]
Read More...

Advertisement