Delhi Government
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଦିଲ୍ଲୀ ମୁଣ୍ଡକାରେ ଭୟାବହ ଅଗ୍ନିକାଣ୍ଡ ୨୭ ମୃତ
Published On
By Samaya Live
ଦିଲ୍ଲୀ: ମଇ ୧୪: ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ମୁଣ୍ଡକା ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଥିବା ବେଳେ ୧୨ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ମୁଣ୍ଡକା ସ୍ଥିତ ଏକ ୪ ମହଲା କମର୍ସିଆଲ୍ କୋଠାରେ ଅଗ୍ନିକାଣ୍ଡ ଘଟିଥିଲା । ଘଟଣାରେ ୬୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଅନେକ ନିଖୋଜ ଅଛନ୍ତି । ନିଖୋଜ ହୋଇଥିବା ଅଧିକାଂଶ ଲୋକ ଏହି କୋଠାରେ କାମ […]
ରାଜଧାନୀରେ ଦେଖାଯାଇପାରେ ବିଦୁ୍ୟତ ସଙ୍କଟ: ବିସିଲା ଉଚ୍ଚସ୍ତରୀୟ ବୈଠକ
Published On
By Samaya Live
ନୂଆଦିଲ୍ଲୀ: ଏପ୍ରିଲ ୨୯: କୋଇଲା ସଙ୍କଟ ଯୋଗୁଁ ରାଜଧାନୀ ଦିଲ୍ଲୀରେ ଆଗକୁ ଘୋର ବିଦୁ୍ୟତ ସଙ୍କଟ ଉପୁଜିପାରେ ବୋଲି ଆଜି ଦିଲ୍ଲୀ ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସତର୍କ କରାଇଛନ୍ତି । ବିଦୁ୍ୟତ କାଟ ଯୋଗୁଁ ଦିଲ୍ଲୀବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏପରିକି ମେଟ୍ରୋ ଏବଂ ହସ୍ପିଟାଲଗୁଡ଼ିକରେ ମଧ୍ୟ ବିଦୁ୍ୟତ କାଟ ସମସ୍ୟା ହୋଇପାରେ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏନେଇ ଦିଲ୍ଲୀ ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ […]
ଦିଲ୍ଲୀ ପ୍ରଦୂଷଣ ବିପଦ : ରାଜ୍ୟକୁ ୨୪ ଘଣ୍ଟିଆ ଅଲ୍ଟିମେଟମ ଦେଲା ସୁପ୍ରିମକୋର୍ଟ
Published On
By Samaya Live
ଦିଲ୍ଲୀ: ଡିସେମ୍ବର ୦୨: ଦିଲ୍ଲୀ-ଏନ୍ସିଆରରେ ପ୍ରଦୂଷଣ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି । ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ୨୪ ଘଣ୍ଟିଆ ଅଲ୍ଟିମେଟମ ଦେଇଛନ୍ତି । ଏହାସହିତ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ଉତ୍ତମ ପଦକ୍ଷେପ ନିଅ;ୁ, ନହେଲେ କୋର୍ଟ ଏକ ନିର୍ଦ୍ଦେଶ ଜାରି କରିବେ ବୋଲି ସୁପ୍ରିମକୋର୍ଟ ଆଦେଶ ଦେଇଛି । ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟ ପ୍ରତି ପ୍ରଦୂଷଣଜନିତ ବିପଦ ଥିବା ବେଳେ ସ୍କୁଲ୍ […]
ଦିଲ୍ଲୀରେ ୮ ଟଙ୍କା କମିଲା ପେଟ୍ରୋଲ ଦର
Published On
By Samaya Live
ଦିଲ୍ଲୀ: ଡିସେମ୍ବର ୦୧ : ଆଗକୁ ଆସୁଥିବା ବିଧାନସଭା ନିର୍ବାଚନକୁ ନଜରରେ ରଖି କେଜରିୱାଲ ସରକାର ଦିଲ୍ଲୀବାସୀଙ୍କ ସମାସ୍ୟା କମାଇବାକୁ ଚେଷ୍ଟା କରିଛନ୍ତି । ଏନେଇ ସେ କ୍ୟାବିନେଟ ବୈଠକ ଡକାଇ ପେଟ୍ରୋଲ ଦର ୮ଟଙ୍କା କମ କରିଛନ୍ତି । ସରକାର ପେଟ୍ରୋଲ ଉପରେ ଲାଗୁଥିବା ଭ୍ୟାଟକୁ ୩୦ ପ୍ରତିଶତରୁ କମ କରି ୧୯.୪୦ ପ୍ରତିଶତ କରି ଦେଇଛନ୍ତି । ଏହାପରେ ଆଜି ମଧ୍ୟ ରାତିରୁ ଦିଲ୍ଲୀରେ ପେଟ୍ରୋଲ ଦର ଶସ୍ତା ହେବ । ବର୍ତ୍ତମାନ ଦିଲ୍ଲୀରେ […]
ଆପ ଦଳରେ ଯୋଗ ଦେଇପାରନ୍ତି ଅଭିନେତା ସୋନୁ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୨୪: ବଲିଉଡ୍ ଅଭିନେତା ସୋନୁ ସୁଧ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଦଳ ଆପରେ ଖୁବ୍ଶୀଘ୍ର ଯୋଗ ଦେଇପାରନ୍ତି । ଏନେଇ ଗତକାଲି ସୋନୁ ଦଳର ବରିଷ୍ଠ ନେତାଙ୍କ ସହ ମିଶି ଦିଲ୍ଲୀର ମୁଖ୍ୟ କାର୍ଯ୍ୟାଳୟରେ ଆଲୋଚନା କାର୍ଯ୍ୟକ୍ରମ କରିଥିଲେ । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମେତ ଗୁଜରାଟର ନାମୀଦାମୀ ଶିଳ୍ପପତିମାନେ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ଅଗଷ୍ଟରେ ଦିଲ୍ଲୀ ସରକାର ସୋନୁଙ୍କୁ ‘ଦେଶ କେ ମେଣ୍ଟର’ ଦପକ୍ଷପରେ ବ୍ରାଣ୍ଡ ଆମ୍ବାସଡର କରିଥିଲା […]

