Delhi Chief Minister Arvind Kejriwal
ରାଜନୀତି 

୨୦ କୋଟି ଦେଇ ବିଧାୟକଙ୍କୁ ଦଳରୁ ଅଲଗା କରିବାକୁ ଚେଷ୍ଟା କରୁଛି ବିଜେପି: ଆପ୍‌ର ଜାତୀୟ ମୁଖପାତ୍ର

୨୦ କୋଟି ଦେଇ ବିଧାୟକଙ୍କୁ ଦଳରୁ ଅଲଗା କରିବାକୁ ଚେଷ୍ଟା କରୁଛି ବିଜେପି: ଆପ୍‌ର ଜାତୀୟ ମୁଖପାତ୍ର ଦିଲ୍ଲୀ: ଆମ୍‌ ଆଦମୀ ଦଳର କେତେକ ବିଧାୟକଙ୍କୁ ଦଳ ଛାଡ଼ିବା ପାଇଁ ବଡ଼ ଅଫର ଦିଆଯାଉଛି । ଯଦି ଅଫର୍‌ ଗ୍ରହଣ ନ କରିବ ତେବେ ସିବିଆଇ ଏବଂ ଇଡି ମାମଲା ରୁଜୁ ନେଇ ଧମକ ମଧ୍ୟ ମିଳୁଛି ବୋଲି ଏହିପରି ଗୁରୁତର ଅଭିଯୋଗ ଆଣିଛନ୍ତି ଆପ୍‌ ଦଳର ମୁଖପାତ୍ର । ସୂଚନା ଅନୁସାରେ, ଦଳ ଛାଡ଼ିବା ପାଇଁ ଦଳର ପ୍ରତ୍ୟେକ ବିଧାୟକଙ୍କୁ ୨୦ କୋଟି ଟଙ୍କାର ଅଫର୍‌ ଦିଆଯାଉଛି । ସହଯୋଗ ନକଲେ ସେମାନଙ୍କ ବିରୋଧରେ […]
Read More...
ରାଜନୀତି 

ଭୋଟ୍‌ ଦିଅ ମାଗଣା ବିଜୁଳି ନିଅ: କେଜରିୱାଲ୍‌

ଭୋଟ୍‌ ଦିଅ ମାଗଣା ବିଜୁଳି ନିଅ: କେଜରିୱାଲ୍‌ ନୂଆଦିଲ୍ଲୀ: ଜୁଲାଇ ୦୫: ମୁଁ ଯାଦୁଗର । କେବଳ ମୋତେ ହିଁ ଜଣା କେମିତି ୨୪ ଘଣ୍ଟା ମାଗଣାରେ ବିଜୁଳି ଦିଆଯାଏ । ଏହି ଯାଦୁ କାହାକୁ ଜଣା ନାହିଁ । ପୂରା ଦୁନିଆରେ ଏ ପର୍ଯ୍ୟନ୍ତ ୨୪ ଘଣ୍ଟା ମାଗଣା ବିଜୁଳି କେହି ଦେଇ ନାହାନ୍ତି । ଭଗବାନ କେବଳ ଏହି ବିଦ୍ୟା ମୋତେ ଦେଇଛନ୍ତି । ଗୁଜରାଟରେ ଏମିତି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆମ୍‌ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ […]
Read More...

Advertisement