deepika is a juree in kans
ମନୋରଞ୍ଜନ  ବିଶ୍ବ 

କାନ୍ସର ଜୁରୀ ଟେବୁଲରେ ବସିଛନ୍ତି ଦୀପିକା ପାଡୁକୋନ୍‌

କାନ୍ସର ଜୁରୀ ଟେବୁଲରେ ବସିଛନ୍ତି ଦୀପିକା ପାଡୁକୋନ୍‌ ନୂଆଦିଲ୍ଳୀ: ମଇ ୧୮: ଏବେ ଚର୍ଚ୍ଚାରେ ରହିଛି କାନ୍ସ ଫେଷ୍ଟିଭାଲ । ତା ସହିତ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଦୀପିକା ପାଦୁକୋନ୍‌ ବର୍ତ୍ତମାନ କାନ୍ସ ଫେଷ୍ଟିଭାଲ୍‌ ୨୦୨୨ରେ ସାମିଲ୍‌ ହୋଇଛନ୍ତି । ଗତକାଲି ଦୀପିକାଙ୍କୁ ଜୁରୀ ଟେବୁଲରେ ବସିଥିବାର ଦେଖିବାକୁ ମିଳିଛି । ଏହା ୧୭ ମେରୁ ୨୮ ମେ ପର୍ଯ୍ୟନ୍ତ ଚାଲିବ । ଦୀପିକାଙ୍କ ସହ ଅନେକ ସଦସ୍ୟ ମଧ୍ୟ ତାଙ୍କ ସହ ସାମିଲ୍‌ ଥିଲେ । ଯାହାର ଏକ […]
Read More...

Advertisement