Deception after love marriage
ଜିଲ୍ଲା 

ପ୍ରେମ ବିବାହ ପରେ ପ୍ରତାରଣା: ସ୍ତ୍ରୀଙ୍କ ହଙ୍ଗାମା ପରେ ମାମଲା ରୁଜୁ କଲା ପୁଲିସ

ପ୍ରେମ ବିବାହ ପରେ ପ୍ରତାରଣା: ସ୍ତ୍ରୀଙ୍କ ହଙ୍ଗାମା ପରେ ମାମଲା ରୁଜୁ କଲା ପୁଲିସ ଦେବଗଡ : ପ୍ରେମବିବାହ କରି ସ୍ତ୍ରୀ ଭାବେ ଭୁବନେଶ୍ୱରରେ ଘର ଭଡ଼ା ନେଇ ରଖିବା ସହ ପ୍ରେମିକାଙ୍କୁ ଧୋକା ଦେବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଏପରିକି ଛଳନା କରି ଗର୍ଭପାତ କରାଇବା ପରେ ଯୁବକ ଜଣକ ବ୍ୟବସାୟ କରିବାକୁ କହି ୩ ଲକ୍ଷରୁ ଅଧିରୁ ଟଙ୍କା, ସୁନାଗହଣା ଓ ସ୍କୁଟି ସହ ଫେରାର୍‌ ମାରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଯୁବତୀ ଗତ ୨୮ ତାରିଖରୁ ଦେବଗଡ ଥାନା ପହଞ୍ଚି ଏତଲା […]
Read More...

Advertisement