dangerous fire in electric motor parking
ଦେଶ- ବିଦେଶ 

ଜାମିଆ ନଗର ମୋଟୋର୍‌ ପାର୍କିଙ୍ଗରେ ଭୟାବହ ଅଗ୍ନିକାଣ୍ଡ

ଜାମିଆ ନଗର ମୋଟୋର୍‌ ପାର୍କିଙ୍ଗରେ ଭୟାବହ ଅଗ୍ନିକାଣ୍ଡ ନୂଆଦିଲ୍ଲୀ: ଦିଲ୍ଲୀର ଜାମିଆ ନଗରସ୍ଥିତ ଇଲେକଫ୍ରିକ୍‌ ମୋଟୋର୍‌ ପାର୍କିଙ୍ଗରେ ଭୀଷଣ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟି ଶତାଧିକ ଇ-ରିକ୍ସା ଏବଂ ଅନ୍ୟାନ୍ୟ ଗାଡ଼ି ପୋଡ଼ିଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା କହିଛି । ଦିଲ୍ଲୀ ଅଗ୍ନିଶମ ସେବା କହିବା ଅନୁସାରେ, ଜାମିଆ ନଗର ଅନ୍ତର୍ଗତ ମେନ୍‌ ତିକୋନା ପାର୍କରେ ଥିବା ଗାଡ଼ି ପାର୍କିଙ୍ଗରେ ନିଆଁ ଲାଗିଛି । ଭୋର୍‌ ପ୍ରାୟ ୫.୦୨ ସମୟରେ ଏ ସମ୍ପର୍କରେ ଏକ ଫୋନ୍‌ ପାଇଥିଲୁ । ତେବେ ତୁରନ୍ତ ଘଟଣାସ୍ଥଳକୁ ସମୁଦାୟ […]
Read More...

Advertisement