dam will be built on the Mahanadi
ଜିଲ୍ଲା 

ପାନୀୟ ଜଳ ଅଭାବ ଦୂର କରିବା ପାଇଁ ମହାନଦୀରେ ନିର୍ମାଣ ହେବ ଆଡ଼ିବନ୍ଧ

ପାନୀୟ ଜଳ ଅଭାବ ଦୂର କରିବା ପାଇଁ ମହାନଦୀରେ ନିର୍ମାଣ ହେବ ଆଡ଼ିବନ୍ଧ ବୌଦ୍ଧ : ବୌଦ୍ଧ ଜିଲ୍ଲା ପରିଷଦ ବୈଠକ ପଞ୍ଚାୟତ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବୌଦ୍ଧ ସହରବାସୀଙ୍କ ପାନୀୟ ଜଳ ଅଭାବ ଦୂର କରିବା ପାଇଁ ମହାନଦୀରେ ଆଡ଼ିବନ୍ଧ ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଓ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗଦେଇଥିଲେ । ଜିଲ୍ଲାପାଳ ଲଲାଟେନ୍ଦୁ […]
Read More...

Advertisement