D.Y CHANDRACHUD
ଦେଶ- ବିଦେଶ 

ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ହେଲେ ଦେଶର ନୂତନ ପ୍ରଧାନ ବିଚାରପତି

ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ହେଲେ ଦେଶର ନୂତନ ପ୍ରଧାନ ବିଚାରପତି ନୂଆଦିଲ୍ଲୀ : ଜଷ୍ଟିସ ଧନଞ୍ଜୟ ୱାଇ. ଚନ୍ଦ୍ରଚୂଡ଼ ହେଲେ ଦେଶର ୫୦ ତମ ପ୍ରଧାନ ବିଚାରପତି । ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଚାରପତି ଚନ୍ଦ୍ରଚୂଡ଼ଙ୍କୁ ଭାରତର ପ୍ରଧାନ ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି । ସେ ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ ସ୍ଥାନ ନେଇଛନ୍ତି, ଯାହାଙ୍କ କାର୍ଯ୍ୟକାଳ ନଭେମ୍ବର ୮ ରେ ଶେଷ ହୋଇଥିଲା। ତାଙ୍କ ଉତ୍ତରାଧିକାରୀ ଭାବରେ ଜଷ୍ଟିସ୍‌ ଚନ୍ଦ୍ରଚୂଡଙ୍କୁ ଚୟନ କରାଯାଇଥିଲା । ବୁଧବାର ରାଷ୍ଟ୍ରପତି ଭବନର ସେଣ୍ଟ୍ରାଲ […]
Read More...

Advertisement