cylinder deposit rate hike
ବାଣିଜ୍ୟ 

ବଢିଲା ସିଲିଣ୍ଡର ଡିପୋଜିଟ୍‌ ରାଶି: ୧୪୫୦ରୁ ହୋଲା ୨୨୦୦ ଟଙ୍କା

ବଢିଲା ସିଲିଣ୍ଡର ଡିପୋଜିଟ୍‌ ରାଶି: ୧୪୫୦ରୁ ହୋଲା ୨୨୦୦ ଟଙ୍କା ଭୁବନେଶ୍ୱର: ଜୁନ ୧୭: ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ । ପୁଣି ବଢିଲା ଏଲପିଜି କନେକ୍ସନ ଦର । ନୂଆ ଏଲପିଜି କନେକ୍ସନ ନେବାକୁ ଚାହୁଁଥିବା ଗ୍ରାହକଙ୍କୁ ଏଣିକି ଅତିରିକ୍ତ ୮୫୦ ଟଙ୍କା ଦେବାକୁ ପଡ଼ିବ । ସିଲିଣ୍ଡର ପାଇଁ ଅତିରିକ୍ତ ୭୫୦ ଏବଂ ରେଗୁଲେଟର ପାଇଁ ଅତିରିକ୍ତ ୧୦୦ ଟଙ୍କା ଦେବାକୁ ପଡ଼ିବ । ଏହି ନୂଆ ଦର ଗତକାଲିଠାରୁ ହିଁ ଲାଗୁ ହୋଇସାରିଛି । ଏବେ ଆପଣ ନୂଆ କନେକ୍ସନ ନେଲେ ସିଲିଣ୍ଡର […]
Read More...

Advertisement