cybercrime
ଦେଶ- ବିଦେଶ 

୧୭ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ବିକ୍ରି କରିଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ

୧୭ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ବିକ୍ରି କରିଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ ହାଇଦ୍ରାବାଦ, ୨୪/୩ : ତେଲେଙ୍ଗାନାର ସାଇବରାବାଦ ପୋଲିସ ଆଜି ଏକ ସା‌ଇବରଅପରାଧ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ୭ ଜଣିଆ ସଦସ୍ୟ ବିଶିଷ୍ଟ ଉକ୍ତ ଗ୍ୟାଙ୍ଗ ୧୬.୮ କୋଟି ଭାରତୀୟଙ୍କର ଅତି ସମ୍ବେଦନଶୀଳ ବ୍ୟକ୍ତିଗତ ତଥ୍ୟ ଏବଂ ଆର୍ଥିକ ସୂଚନାକୁ ଚୋରି କରି ଏହାକୁ ବିକ୍ରି କରିଛନ୍ତି। ସେମାନଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ଜଷ୍ଟ ଡାଏଲ ଏବଂ ଏଭଳି ଅନ୍ୟ ‌କେତେକ ସର୍ଭିସ ପ୍ରୋଭାଇଡର ମାଧ୍ୟମରେ ସେମାନେ ଗତ ୨ ବର୍ଷ ମଧ୍ୟରେ ଏହି ତଥ୍ୟ ବିକ୍ରି କରିଛନ୍ତି। […]
Read More...

Advertisement